ନିଜେ ଜନ୍ମ ଦେଇଥିବା ଛୁଆକୁ କୁକୁର ମୁହଁରେ ଖାଇବାକୁ ଦେଇଦେଲା ଜନ୍ମ କଲା ମା ଦେଖନ୍ତୁ କେମିତି ମା ପାଲଟିଗଲା ରାକ୍ଷସୀ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ ଜଣେ ମା ପାଇଁ ତା ପିଲା ଦୁନିଆର ସବୁଠାରୁ ସୁନ୍ଦର। ନିଜ ପିଲା ପ୍ରତି ମା’ର ଏହି ଭାବନା ଖାଲି ଆଖିରେ ନୁହେଁ, ହୃଦୟରେ ବି ଦେଖିବାକୁ ମିଳେ।

ଯେଉଁ ପିଲାକୁ ନଦେଖି, ନ ଛୁଇଁ ନଅ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ପାଳିବା ପରେ ଯେତେବେଳେ ମା’ଟିଏ ତାକୁ କୋଳରେ ଧରେ ସେତେବେଳେ ତାକୁ ସମସ୍ତ ଖୁସି ପାଇଗଲା ଭଳି ଅନୁଭବ ହୋଇଥାଏ।

କିନ୍ତୁ ବେଳେବେଳେ ଏମିତି ଦେଖିବାକୁ ମିଳେ ଯେଉଁ ମାଆ ନଅ ମାସ ପର୍ଯ୍ୟନ୍ତ ଗର୍ଭରେ ଧରି ନିଜ ସନ୍ତାନକୁ ଜନ୍ମ ଦିଏ ସେହିଭଳି କିଛି ମାଆ ଜନ୍ମ ଦେଇଥିବା ସନ୍ତାନକୁ ଫୋପାଡି ଦେଇ ଚାଲି ଯାଇଥାଆନ୍ତି।

ବନ୍ଧୁଗଣ ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ କେମିତି ରାସ୍ତା କଡ଼ରେ ପଡିଛି ଏକ କଉଁଳ ନବଜାତଶିଶୁ। ନବଜାତଶିଶୁଟି ଜନ୍ମ ହେବାର ଦୁଇକି ତିନିଦିନ ହେଇଥିବା ବେଳେ ବୁଲା କୁକୁର ଶିଶୁଟିର ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା।

କେନ୍ଦ୍ରାପଡ଼ା ସହରରେ ପ୍ରଭାବିତ ହୋଉଥିବା କେନାଲର କାକଟ ବ୍ଲକର ମାତ୍ର ୧୦୦ ମିଟର ଦୂରରେ ଶାନ୍ତ ସାହି ଲକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାକଡ଼ରେ।

ଗତକାଲି ରାତିରେ କେହି ଏକ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଯାଇଥିଲା। ଏହି ନବଜାତଶିଶୁର ମୃ-ତ ଶରୀରକୁ ବୁଲା କୁକୁର ମାନେ ଟାଣି ନେଉଥିବା ଦୃଶ୍ୟ ଲୋକ ମାନେ ଦେଖିଥିଲେ। ଏହି ଖବରଟି ସହରରେ ପ୍ରଘଟ ହେବା ପରେ ସେହି ଦୃଶ୍ୟକୁ ଦେଖିବା ପାଇଁ ସହରବାସି ଏବଂ ସେହି ବାଟ ଦେଇ ଯାଉଥିବା ଲୋକ ମାନଙ୍କର ଭିଡ ଜମିଥିଲା।

Leave a Comment