Special Report

ପ୍ରେମିକା ସହ ଲୁଚି ଲୁଚି କରୁଥିଲେ ରାସଲୀଳା,ଦେଖିଦେଲେ ଗାଁ ଲୋକ ।ଖୁଣ୍ଟରେ ବାନ୍ଧି ପଛରେ ପୁରେଇ ଦେଲେ କିଳା !!

 

ନମସ୍କାର ପାଠକ ବନ୍ଧୁ।ଯୁବକ ଙ୍କୁ ଗଛ ରେ ବାନ୍ଧି ନିର୍ଦ୍ଧୁମ ପିଟିଲେ ଗାଁ ଲୋକ।ଯନ୍ତ୍ରଣା ରେ ଛଟ ପଟ ହେଉ ଥିବା ଯୁବକ ଜଣକ ବହୁତ ଥର ନ ମାରିବା ଅନୁରୋଧ କରିଥିଲେ।ହେଲେ ଗାଁ ର ଲୋକ ମାନେ ଶୁଣି ନ ଥିଲେ।ପ୍ରେମ ପାଇଁ ଶେଷ ରେ ଯୁବକ ଜଣକୁ ନିଜ ଜୀବନ ଦେବାକୁ ପଡିଛି।

ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ଜଣେ ଜଣେ ଯୁବତୀ ସେହି ଗ୍ରାମ ର ଯୁବକ ଙ୍କୁ ପ୍ରେମ କରୁଥିଲେ।ଉଭୟ ଗୋଟିଏ ଘରେ ପଶି ରାସ ଲୀଳା କରୁଥିଲେ।ଯାହାକୁ ଧରି ପକାଉ ଥିଲେ ଗାଁ ଲୋକ ମାନେ।

ସୂଚନା ଅନୁସାରେ ଯୁବକ ଯୁବତୀ ପରସ୍ପର କୁ ଅନେକ ବର୍ଷ ଧରି ପ୍ରେମ କରିଥିଲେ। ଦିନେ ସକାଳୁ ମନିଙ୍ଗ ୱର୍କ ଯିବା କଥା କହି ଘରୁ ବାହାରି ଆସିଥିଲେ ଯୁବକ।ଏହା ପରେ ସେ ନିଜ ପ୍ରେମିକା ଘର ପାଖରେ ଥିବା ଖାଲି ରୁମ୍ ଭିତରେ ପଶି ଯାଇଥିଲା।

ଏହାର କିଛି ସମୟ ପରେ ଯୁବତୀ ଜଣକ ଏଠାକୁ ଆସି ଥିଲା।ଦୁହେଁ ମିଶି ସେ ଘରେ ପ୍ରେମ କରୁଥିଲେ।ଏହି ସମୟ ରେ ଧରି ପକାଇ ଥିଲେ ଗାଁ ର ଲୋକ ମାନେ।ଏହା ପରେ ସେମାନେ ଯୁବକ ଙ୍କୁ ଘୋଷାଡି ଆଣି ଗୋଟିଏ ବଡ ଗଛ ରେ ବାନ୍ଧି ଦେଇଥିଲେ।ଏହା ପରେ ତାଙ୍କୁ ଖୁବ୍ ପିଟି ଥିଲେ।

ଯନ୍ତ୍ରଣା ରେ ଛଟ ପଟ ହେଉଥିଲେ ଯୁବକ।ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।ଯୁବତୀ ଙ୍କ ପରିବାର ଲୋକେ ଶେଷ ରେ ଯୁବକ ଙ୍କ ହାତ ର ଶିରା କୁ କାଟି ଦେଇଥିଲେ।ତାଙ୍କର ବହୁ ପରିମାଣ ରେ ରକ୍ତ ବହି ଯିବାରୁ ସେଠାରେ ସେ ମୃ-ତ୍ୟୁ ବରଣ କରିଥିଲେ।

ପରେ ଯୁବକ ଙ୍କ ପରିବାର ଲୋକ ଙ୍କୁ ଖବର ଦିଆ ଯାଇଥିଲା।ତାଙ୍କ ବାପା ମା ଏକଥା ଶୁଣିବା ପରେ ନିଜେ ଧର୍ଯ୍ୟ ଧରି ରହି ପାରୁ ନାହାନ୍ତି।ସେମାନେ ଏ ନେଇ ପୋଲିସ ରେ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ର ତଦନ୍ତ ଆରମ୍ଭ କରିଛି।

ଯୁବତୀ ଙ୍କ ପରିବାର ର ଏଭଳି କାର୍ଯ୍ୟ କୁ ସମସ୍ତେ ନିନ୍ଦା କରିଛନ୍ତି।ପୋଲିସ ତାଙ୍କ ପରିବାର କୁ ଏବେ ଗିରଫ କରିଚି।ସାମାନ୍ୟ କଥା ପାଇଁ ଗୋଟିଏ ଯୁବକ ର ଜୀବନ କୁ ନେଇ ଗଲେ ଯୁବତୀ ଙ୍କ ପରିବାର ଲୋକେ।

କମ୍ ବୟସ ର ଏହି ପିଲା ଟି କୁ ସବୁଦିନ ପାଇଁ ତାର ପରିବାର ଠାରୁ ଅଲଗା କରିଦେଲେ।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ହେଉଚି।ଯୁବକ ଙ୍କ ପରିବାର ଲୋକେ କହିଛନ୍ତି କି ସେମାନଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ।

Leave a Reply

Your email address will not be published. Required fields are marked *