Odisha ର କଳିଯୁଗର କୃଷ୍ଣ ଏକା ସାଙ୍ଗରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ 105 ପ୍ରେମିକା ସହ କରୁଥିଲେ ଡେ଼ଟିଙ୍ଗ

ବାହୁବଳୀ ର ପ୍ରଭାସ ନୁହେଁ।କିନ୍ତୁ ଅଭିନୟରେ ମାହିର।୧୦୫ ରାଣୀଙ୍କ ରାଜା ଅଟେ।ନିଜକୁ ଏମ୍.କେ.ସି.ଜି ଡାକ୍ତର ବୋଲି ଫେସବୁକ୍ ରେ ପରିଚୟ ଦେଇଛନ୍ତି ଓ ଯୁବତୀ ମାନଙ୍କ ଠୁ ଲୁଟୁଥିଲ।

ପର ପଇସାରେ ରାଜ୍ କରୁଥିବା ଠକ ପ୍ରେମିକ କଥା ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ।କଟକ ଜିଲ୍ଲାର ବଡମ୍ବା ଥାନା ଅଞ୍ଚଳର ପ୍ରଭାସ ରାଜ୍।

ପାଠ ଖୁବ୍ କମ୍ ପଢିଛି। ଚାଲାକ ଏମିତି ଯେ ଚୋରଙ୍କ ରାଜା ସାଜି ବସିଛି ଏହି ଠକ।ମ୍ୟାରେଜ୍ ମାଟ୍ରି ମନି ରେ ବିବାହ ପ୍ରସ୍ତାବ ଦେଇ ଝିଅ ଙ୍କ ଫୋନ ନମ୍ବର ଆଣୁଥିଲା

ଏଭଳି କାରନାମା କରିବା ପାଇଁ ସେ ଫେସବୁକ୍ ରେ ଅନେକ ପ୍ରକାର ଫେକ୍ ଆଇଡ୍ କରିଥିଲା ଓ ଝିଅ ମାନଙ୍କୁ ପଟେଇଲ ଭଳି ମେସେଜ କରୁଥିଲା।ଝିଅ ମାନେ ଏହାକୁ ବିବାହ ପ୍ରସ୍ତାବ ଭାବି କଥା ହେଉଥିଲେ ଓ ବିଶ୍ୱାସ ମଧ୍ୟ କରିଯାଇଥିଲେ।

ପ୍ରେମିକା ଙ୍କୁ ଦେଖେଇବା ପାଇଁ ବଡ଼ କାର ରେ ଆସିଥାଏ।ଝିଅ ର ଇଚ୍ଛା ଥାଉ କି ନଥାଉ । ପ୍ରେମିକାଙ୍କୁ ଅଧିକ ଟଙ୍କାର ଡ୍ରେସ୍ କିଣି ଦେଇ ତ୍ରାଏଲ୍ ରୁମରେ ତ୍ରଏଲ୍ କରିବା ପାଇଁ କୁହେ । ଓ ସେତିକି ବେଳେ ପ୍ରେମିକଙ୍କା ପର୍ଶ ମୋବାଇଲ ଓ ଚାବି ନେଇ ସେଠୁ ଚାଲିଯାଏ।

ଝିଅ ମାନେ ବାହାରକୁ ଆସି ଦେଖିଲା ବେଳକୁ ସେଠି ଆଉ କେହି ନଥାନ୍ତି।କେବଳ ଲୋକ ଲଜ୍ୟା ରୁ ବଞ୍ଚିବା ପାଇଁ ଝିଅ ମାନେ ପରିବାର ଲୋକଙ୍କୁ କହିନଥାନ୍ତୁ।କେବଳ ଆମ ରାଜ୍ୟ ରେ ନୁହେଁ ବାହାରେ ପ୍ରାୟ ୫ଟି ରାଜ୍ୟରେ ଏଭଳି ଠକେଇ କରିଛି।ପୋଲିସ ତାଙ୍କୁ ବାନ୍ଧି ନେଇ ଅଧିକ ପଚରା ଉଚରା କରୁଛି ।

Leave a Comment

Your email address will not be published. Required fields are marked *

Scroll to Top