ଭାଇରାଲ ଭିଡିଓ

ହେ ଭଗବାନ ! ଘର ଭିତରେ ଥିଲା ୧୩ ଫୁଟିଆ ଅହିରାଜ !! ଦେଖ ଭିଡିଓ..

ବେଳେ ବେଳେ ବହୁତ ଯିବ ଜନ୍ତୁ ଘର ଭିତରେ ପଶି ଯାଇଥାନ୍ତି । କେତେକ ଜନ୍ତୁ କୁ ଦେଖିଲେ ବହୁତ ଭୟ ଲାଗିଥାଏ । ଘରେ ଛୋଟ ଛୋଟ ପିଲା ଓ ବୟସ୍କା ମଧ୍ୟ ଥାନ୍ତି । ତେଣୁ ସମସ୍ତେ ସବୁବେଳେ ସତର୍କ ରହିବା ଦରକାର ।ହେଲେ ବି ବେଳେ ବେଳେ ଭୁଲବସତ ବିଭିନ୍ନ ଜନ୍ତୁ ଘର ଭିତରେ ପଶି ଯାଇଥାନ୍ତି ।

 

ଜଙ୍ଗଲ ଦିନ କୁ ଦିନ କ୍ଷୟ ହବାରେ ଲାଗିଛି । ବହୁତ ଜନ୍ତୁ ସେଥିପାଇଁ ବେଳେ ବେଳେ ଜନ ବସତି ଆଡେ ଆସିଯାଇଥାନ୍ତି । ଆପଣ ମାନେ ବହୁତ ଥର ଶୁଣିଥିବେ ହାତୀ ମାନେ ବି ଜନବସତି ଆଡେ ପଶି ଯାଇ ବହୁତ ଘର ଦ୍ୱାର ଭାଙ୍ଗି ଦେଇ ନଷ୍ଟ କରିଦିଅନ୍ତି ।

ସେମିତି ଢେଙ୍କାନାଳ ର ଜଣକ ଘଟେ ବିରାଟ କୋବ୍ରା ପସିଯାଇଥିଲା । ତେବେ ସାପ ଟି ଆଲମୀରା ପଛରେ ରହିଯାଇଥିଲା ସାପ ଟି କୁ ଉଦ୍ଧାର କରାଯାଇ ଜଙ୍ଗଲ ରେ ଛାଡି ଦିଆଯାଇଛି ।

ଆପଣ ମାନେ ବହୁତ ସମୟରେ ଏମିତି ସାପ କୁ ଘର ଭିତରେ ପଶି ବିଭିନ୍ନ ଜାଗାରେ ରହି ଯାଇଥିବାର ଶୁଣିଥିବେ ଓ ଦେଖିଥିବେ । ତେବେ ବିଭିନ୍ନ ପ୍ରକାର ର ସାପ ରହିଥାନ୍ତି । ସାପ କୁ ଦେଖି ସମସ୍ତେ ଭୟ କରି ଯାଆନ୍ତି । ତେବେ ସାପ ଟି ଘର ଭିତରେ ପସିଥିବାର ଦେଖିଲେ ସାଙ୍ଗେ ସାଙ୍ଗ ସ୍ନେକ ହେଲ୍ପ ଲାଇନ କୁ ଜଣେଇବା ଅଵଶ୍ୟକ ଅଟେ । ନ ଜାଣି ସାପ କୁ ନିଜେ କାଢ଼ିବା ବେଳେ ବେଳେ ବିପଦ ର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *