Ollywood

Ollywood – ତନୁଜା ଖୁଡି (Ranjita) ଙ୍କୁ ନେଇ ଆସିଲା ଦୁଃଖ ଖବର ଦେଖନ୍ତୁ ଭିଡ଼ିଓ

ରଞ୍ଜିତା ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଥିବା ତନୁଜା ଖୁଡି ଚରିତ୍ର ରେ ଚମତ୍କାର ଅଭିନୟ କରି ସାମ୍ନାକୁ ଆସିଥିଲେ l ରଞ୍ଜିତା ଏକ ରିଆଲିଟି ଶୋ ମାଧ୍ୟମରେ ଦେବ୍ୟୁ କରି ସିରିଏଲ ଦୁନିଆରେ ପାଦ ଥାପିଥିଲେ l ତାଙ୍କର ପ୍ରଥମ ପରିଚୟ ହେଉଛି ରଜ କୁଇନ ରିୟାଲିଟି ଶୋ l

ଏହି ଶୋ ରେ ନିଜର ଦକ୍ଷତା ପ୍ରକାଶ କରି ସେ ସିରିଏଲ ଦୁନିଆରେ ପାଦ ଦେଇଥିଲେ l ରଞ୍ଜିତା ଙ୍କ ଅଭିନୟ ତ ଆପଣମାନେ ନିହାତି ଦେଖିଥିବେ ତନୁଜା ଖୁଡିଙ୍କ ଚରିତ୍ର ରେ ସୁନ୍ଦର ଭାବେ ଅଭିନୟ କରି ସମସ୍ତଙ୍କ ମନକିଣିଥିଲେ ରଞ୍ଜିତା l ବର୍ତ୍ତମାନ ତାଙ୍କ ସମ୍ପର୍କରେ ଆମ ନିକଟରେ ଏକ ଦୁଃଖ ଖବର ଆସି ପହଁଚିଛି l

ଦୁଃଖ ଖବରଟି ହେଉଛି ତନୁଜା ଖୁଡି ଓର ଅଫ ରଞ୍ଜିତା ଙ୍କୁ ବର୍ତ୍ତମାନ ହାଡଫୁଟି ହୋଇଛି l ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି l

ଯେ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଠିକ ନ ହୋଇଛନ୍ତି ସିରିଏଲ କରିପାରିବେ ନାହିଁ ବୋଲି ଜଣା ପଡିଛି l ତେଣୁକରି ସମସ୍ତେ ମିଶି ତାଙ୍କୁ ଏହି ହାଡଫୁଟି ଦାଉରୁ ଶୀଘ୍ର ରକ୍ଷା ପାଇବାପାଇଁ ଆମେ ପାର୍ଥନା କରିବା l

ଆପଣଙ୍କୁ ରଞ୍ଜିତା ଙ୍କ ଅଭିନୟ ତନୁଜାଖୁଡିଙ୍କ ଚରିତ୍ରରେ କିପରି ଲାଗେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇବେ l ଧନ୍ୟବାଦ l

Leave a Reply

Your email address will not be published. Required fields are marked *