ରାଜ୍ୟ ଖବର

ନୂଆ ବର୍ଷ ପ୍ରଥମ ଦିନ Anubhab କହିଦେଲେ ଏମିତି କଥା, ଜାଣିଲେ ଆପଣ ବି ଖୁସି ରେ କାନ୍ଦି ପକେଇବେ

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ବା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ। ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଖୁସି କରେଇ ଦିଅନ୍ତି।ତାଙ୍କ କାନ୍ଦ ରେ ଲୋକ କାନ୍ଦନ୍ତି ଓ ହସରେ ସମସ୍ତେ ହସିଥାନ୍ତି।

ସେ ବହୁତ୍ ସୁପରହିଟ ଚଳଚ୍ଚିତ୍ର କରି ଲୋକଙ୍କ ମନରେ ଜାଗା ବନେଇଛନ୍ତି।ସେ ସମସ୍ତ ଓଡିଶାବାସୀଙ୍କୁ ନୂଆ ବର୍ଷରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।ଅଭିନେତା ଅନୁଭବ କହିଛନ୍ତି ଯେ ଏଇଟା ଶୀତଦିନ ଏବଂ ସେ ଡିସେମ୍ବର ରେ ଜନ୍ମ ମଧ୍ୟ ହୋଇଥିଲେ।ସେ ଛୋଟ ବେଳୁ ଶୀତ ଦିନକୁ ବହୁତ୍ ଭଲ ପାଆନ୍ତି।

ଆଜି ହେଉଛି ଏହି ବର୍ଷର ଶେଷ ଦିନ।ଅନୁଭବ ସମସ୍ତଙ୍କୁ ୨୦୨୧ ବର୍ଷରେ ଗୁଡ୍ ବାଏ କହିଛନ୍ତି।ଏହି ବର୍ଷ ତାଙ୍କୁ ବହୁତ କିଛି ଶିଖେଇଛି ଏବଂ ସେ ମଧ୍ୟ ଶିଖିଛନ୍ତି।ସେ ସମସ୍ତଙ୍କୁ ଇଂରାଜୀ ନୂଆ ବର୍ଷ ପାଇଁ ଶୁଭକାମନା ଜଣାଇଛନ୍ତି।ସେ ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଛନ୍ତି।

ସମସ୍ତଙ୍କୁ ଭଲରେ ରଖନ୍ତୁ।ଦୃଢ଼ କରନ୍ତୁ।ଶକ୍ତି ଦିଅନ୍ତୁ।ସମସ୍ତଙ୍କୁ ସବୁ ଭଲ ପାଇବା ମିଳୁ।ଏବଂ କହିଛନ୍ତି ସମସ୍ତଙ୍କୁ ମୋର ଭଲ ପାଇବା।୨୦୨୧ କୁ ଗୁଡ ବାଏ।ଏବଂ ୨୦୨୨ କୁ ସ୍ଵାଗତ ଜଣାଇଛନ୍ତି।ଏହି ବର୍ଷ ଟି ସମସ୍ତଙ୍କ ପାଇଁ ଭଲ ହେଉ।ଏବଂ ଲାଇଫ ରେ ଯାହାବି ଚାଲେଞ୍ଜ ଆସୁଛି ତାକୁ ସାମ୍ନା କରନ୍ତୁ।

Leave a Reply

Your email address will not be published. Required fields are marked *