ନୂଆ ବର୍ଷ ରେ ଆ-ତ୍ମ-ହ-ତ୍ୟା କରିଦେଲେ ଏହି heroine, କାନ୍ଦୁଛି ସାରା ଫିଲ୍ମ ଜଗତ..

ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ବଡ଼ ଦୁଃଖଦ ଖବର।୨୮ ବର୍ଷୀୟା ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଡରି ଯାଇ ଆ-ତ୍ମ-ହ-ତ୍ୟା କରିଥିବାର ଅଭିଯୋଗ ହୋଇଛି।ପୋଲିସ ମାନେ ଅଭିନେତ୍ରୀଙ୍କ ୨ ଜଣ ବନ୍ଧୁଙ୍କ ଉପରେ ସନ୍ଦେହ କରୁଛନ୍ତି।ସେମାନେ ଏହି ଷଡ଼ଯନ୍ତ୍ରର ସାମିଲ୍ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛନ୍ତି।

୨ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।ଅନ୍ୟପଟେ ଏହି ଘଟଣାକୁ ନେଇ ଏମ୍ ବି ସି ବିରୋଧରେ ଅଭିଯୋଗ କରିଛନ୍ତି କ୍ୟାବିନେଟ୍ ମନ୍ତ୍ରୀ।ଦୁ-ର୍ଘ-ଟ-ଣାକୁ ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ କହିବା ସହିତ ସେ ଅଭିଯୋଗ କରିଛନ୍ତି ଯେ ଏମ୍ ବି ସି ଏକ ଘରୋଇ ଚାନ୍ଦା ଆଦାୟ କରୁଥିବା ଏକ ରାକେଟ ଚଳାଉଛନ୍ତି।

ଏହା ରାକେଟ ମୁମ୍ବାଇ ରେ ଏଭଳି କାର୍ଯ୍ୟ ଜାରି ରହିଛି ବୋଲି ନୱାଜ କହିଛନ୍ତି। ଡିସେମ୍ବର୨୦ ତାରିଖ ରେ ଅଭିନେତ୍ରୀ ଜଣଙ୍କ ୨ ବନ୍ଧୁଙ୍କ ସହିତ ମୁମ୍ବାଇରେ ଏକ ପାର୍ଲର ରେ ରହୁଥିବା ବେଳେ ୨ ନକଲି ଏମ୍ ବି ସି ଅଫିସର୍ ଆସି ସେମାନଙ୍କୁ ଭୟ ଦେଖାଇ ଥିଲେ।ତାପରେ ମା-ନ-ସି-କ ଚାପଗ୍ରସ୍ତ ହୋଇ ଡିସେମ୍ବର ୨୩ ତାରିଖ ରେ ଭଡ଼ା ରେ ରହୁଥିବା ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଆ-ତ୍ମ-ହ-ତ୍ୟା କରିଛନ୍ତି।

ପୋଲିସଙ୍କ ସୂଚନା ଅନୁସାରେ ସୁରଜ୍ ଏବଂ ପ୍ରବୀଣ ନିଜକୁ ଏମ୍ ବି ସି ଅଫିସର୍ କହି ଅଭିନେତ୍ରୀ ଙ୍କୁ ମିଛରେ ଡ୍ରକ୍ସ୍ ମାମଲାରେ ଫସେଇ ଗିରଫ କରିବାକୁ ଧମକ ଦେଇଥିଲେ। ଠକ ମାନେ ୨୦ ଲକ୍ଷ ଟଙ୍କା ମଧ୍ୟ ଦାବି କରିଥିଲେ। ଜୋନ ନ ର ଦିତିସ୍ ମଞ୍ଜୁନାଥ ସିଂ ଙ୍କ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ୨ ଜଣଙ୍କୁ ଗିରଫ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top