Subhasish sarangi ଙ୍କୁ ମିଳିବନି କି ନ୍ୟାୟ ଜେଲରୁ ମୁକୁଳାଇ ଦେବନି ସ୍ପଷ୍ଟ କଲା ଓଡିଶା police

ଶୁଭାଶିଷ ସଢ଼ଙ୍ଗି ଙ୍କୁ ଯେଉଁ ଗୋ ଚାଲାଣ କେସ ରେ ଥାନା କୁ ନିଆ ଯାଇଛି ।ନ୍ୟାୟ ପାଇଁ ପୁଣି ଘେରାଉ ହୋଇଛି। ଥାନା ରେ ସେ କଣ କରୁଥିଲେ।

ଭିଡିଓ ପ୍ରମାଣ କରୁଛି କିଛି ଗୋଟେ ମାଡ଼ ଓ ଗାଳି ମଧ୍ୟ କରିଛନ୍ତି।ଜଣେ ଅଫିସର ଅଭିଯୋଗ ଦେବାକୁ ଯାଇଛନ୍ତି ତାକୁ ଗାଳି କରିବା ଓ ମାଡ଼ ମରିବା ଏହା ଆଇନ ସଙ୍ଗତ କି?

ପୋଲିସ ଟିପ ଚିହ୍ନ ବି ଦେଇପାରିବ ନାହିଁ।ସୁଭାସିସ ସଦ୍ଧଙ୍ଗି ଓ ଅନ୍ୟମାନଙ୍କ ମାଡ଼ ମାରାହେଇଛି ବା ଗାଳି କରା ହେଇଛି ତାହେଲେ ପୋଲିସ ଙ୍କ ବିରୁଦ୍ଧରେ କଣ ଆକ୍ସନ ନିଆ ଯିବ ?

ଶୁଭାଶିଷ ସଢ଼ଙ୍ଗି ଆସିଲେ ଯଦି କେସ କରିବେ କରନ୍ତୁ।ଶୁଭାଶିଷ ସଢ଼ଙ୍ଗି ଙ୍କ ଓକିଲ ଯିଏ କେସ ଲଢ଼ୁଛନ୍ତି,କେନ୍ଦ୍ରାପଡାରେ ସେ ଭଲ ରେ ଲଢ଼ନ୍ତୁ। ଏବଂ ବହୁତ ସମ୍ଭାବନା ଅଛି ବେଲ୍ ମିଳିବାକୁ।

କେସ ଯେତେ ଯାଏଁ ଘୁଞ୍ଚେଇବେ ସେତେ ଯାଏଁ ଘୁଞ୍ଚି ଘୁଞ୍ଚି ଯିବ। ତେଣୁ ବହୁତ୍ ଜଲ୍ଦୀ କେସ କାମ ସାରନ୍ତୁ ।ବସନ୍ତ ଭାଇ କହିଲେ ଶୁଭାଶିଷ ସଢ଼ଙ୍ଗିଙ୍କୁ ଆରେଷ୍ଟ କରିଛନ୍ତି,ଏଇଟା କୋଉଠୁ ହେଲା,ଚିହ୍ନଟ କିଏ କରିଲା କି ,ଏହି ଲୋକଟି ଶୁଭାଶିଷ ସଢ଼ଙ୍ଗି ବୋଲି।

ଏହି ଲୋକଟା ଠାରୁ ୫୦୦୦ ହଜାର ଆଣିଛି? ବୋଲି କିଏ ଦେଖିଛି ,ଭୁଜାଲି ଦେଖେଇଥିଲା , କିଏ ଦେଇଛି ସବୁର ସାକ୍ଷ୍ୟ ପ୍ରମାଣ ଦିଅନ୍ତୁ।

ଏବଂ ଯେତେବେଳେ ଗଲେ ଶୁଭାଶିଷ ସଢ଼ଙ୍ଗି ଙ୍କୁ ଆରେଷ୍ଟ କରିବା ପାଇଁ କେଉଁ ଜାଗାରେ ସେ ଲୋକ ପ୍ରକୃତରେ ଶୁଭାଶିଷ ସଢ଼ଙ୍ଗି ବୋଲି କେମିତି ଜାଣିଲେ?

https://youtu.be/LzHMk-8OjdE

ଏହି ବିଷୟରେ ଥାନାରୁ କିଭଳି ଭାବେ ତଥ୍ୟ ଆଣିପାରିବ ସେଇ ବିଷୟରେ ଚିନ୍ତା କରନ୍ତୁ ନହେଲେ ବିବାଦ କରନ୍ତୁ। ତ୍ରୁଟି ରହୁଛି ଓ ଏଥି ସମସ୍ତେ ପୋଲିସ ବିଭାଗର ସ୍ବତନ୍ତ୍ର କରି ଆରେଷ୍ଟ୍ କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top