ନର୍ଥ କୋରିଆ ରେ ସାନ ସାନ ଝିଅ ଙ୍କୁ ବନା ଯାଏ ଦାସୀ ଆଉ ତାପରେ..

ଉତ୍ତର କୋରିଆ ଏକ ପୌରାଣିକ ଦେଶ, ଅର୍ଥାତ୍, ସୂଚନା ଅଭାବରୁ, ଏହା ବିଷୟରେ ଅନେକ ପୌରାଣିକ କାହାଣୀ ସୃଷ୍ଟି ହୋଇଛି | ଅବଶ୍ୟ, ସେମାନଙ୍କ ମଧ୍ୟରୁ କେତେକ ଶେଷରେ ସତ୍ୟ

ସତ ପରୀକ୍ଷା ପାଇଁ ରେ ଆମେ ଜାଣିବାକୁ ସ୍ଥିର କଲୁ ଯେ ଦୁନିଆର ସବୁଠୁ କଠିନ ଦେଶର କେଉଁ ଜିନିଷ ଉପରେ ନିଷେଧାଦେଶ ବା ପ୍ରତିବନ୍ଧକ ଅଛି ତାହା ଜାଣିବାକୁ ଚେଷ୍ଟା କଲୁ , ଏବଂ ଆମେ ସ୍ୱୀକାର କରିବା ଉଚିତ୍ ଯେ ସେମାନଙ୍କ ମଧ୍ୟରୁ କେତେକ ପ୍ରକୃତରେ ଆମକୁ ଆଶ୍ଚର୍ଯ୍ୟ କରିଥିଲା

ଏଠି କେହି ଜିନସ୍ ପିନ୍ଧିି ପାରିବେ ନାହିଁ, ଯଦି ପିନ୍ଧିବେ ତେବେ  କେବଳକଳା ରଙ୍ଗ ର ପିନ୍ଧି ପାରିବେ ,ଉତ୍ତର କୋରିଆରେ କମ୍ପ୍ୟୁଟର ରେ ଇଣ୍ଟର୍ନେଟ୍ ଚଳେଇବା ଉପରେ ପ୍ରତିବନ୍ଧକ ଲାଗିଛି, ଯଦି

ଆପଣ ଇଣ୍ଟର୍ନେଟ୍ ଚଳେଇବାକୁ ଚାହାନ୍ତି ସେଥିପାଇଁ ଆପଣ ଙ୍କୁ ସରକାର ଙ୍କୁ ପଇସା ଦେବାକୁ ପଡ଼ିବ ଆଉ ଆପଣ କେବଳ ସରକାର
ଦେଖାଉଥିବା ଜିନିଷ ହିଁ ଦେଖିପାରିବେ

ନର୍ଥ କୋରିଆ ରେ ଆପଣ ଖରାପ୍ ଫିଲ୍ମ୍ ଦେଖିପାରିବେ ନାହିଁ, ଫେସବୁକ୍ ଟୁଇଟର କି ଗୁଗୁଲ ଭଳି ସାଇଟ୍ ଆପଣ ଚଲେଇ ପାରିବେନି, କୌଣସି ଅଲଗା ଦେଶ ଲୋକ ଙ୍କ ସହ ଆପଣ କଥା ହେଇ ପାରିବେ ନାହିଁ, ବାହା ହେବା ତ ଦୂରର କଥା

ଆପଣ ନର୍ଥ କୋରିଆ ରେ ଚୁଟି କାଟିବା ଆଗରୁ ୧୦୦ ଥର ଭାବିକି କାଟିବେ କାରଣ ଯଦି ଆପଣ ଭୂଲ୍ ରେ ନର୍ଥ କୋରିଆ ରାଜା କିମ୍ ଜୁନ ଙ୍କ ସମ୍ମାନ ଷ୍ଟାଇଲ ରେ କାଟିବେ ତାହାଲେ ଆପଣ ଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ

ଏଠି ଟିଭି ଅଛି ସତ ହେଲେ ପ୍ରୋଗ୍ରାମ କେବଳ ଜାତୀୟ ମାନେ ଯାହା ସରକାର ଦେଖାଇବେ ସେଇ ପ୍ରୋଗ୍ରାମ,ଏହା ଆକାଶ ରେ ଆପଣ ଡ୍ରୋନ କ୍ୟାମେରା ଉଡେଇ ପାରିବେନି

ଏହା ଛଡା ପ୍ରେମ ବିବାହ କରିବା ବି ଏଠି ବିଲକୁଲ୍ ମନା, ତେବେ କହି ରଖୁଛୁ ରାଜା କିମ୍ ଯୁଂ ବିଶ୍ଵ ଧନୀ ତାଲିକା ରେ ୭ ମ ରେ ଅଛନ୍ତି, ହେଲେ ତାଙ୍କ ଦେଶ ଏବେ ଗରିବ ହେଇ ଚାଲିଛି ଆଉ ଏଠି ଏବେ ଖାଇବାକୁ ଅଭାବ ଦେଖା ଦେଇଛି

Leave a Comment