ଭାଇରାଲ ଭିଡିଓ

Jangalare ଧରା ପଡିଲେ ପ୍ରେମୀ ଯୁଗଳ ମହିଳା ଙ୍କୁ ନେଇ ଜଙ୍ଗଲ ଭିତରେ କରୁଥିଲେ ଖେଳ ଗାଁ ଲୋକଙ୍କ ଫୋନ୍ ରେ କଏଦ ହେଲା visual

ଆଜି ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ । ବାସ୍ତବରେ ସୋସିଆଲ ମିଡିଆରେ ଏମିତି କିଛି ଭାଇରାଲ ହେବା କିଛି ନୂଆ କଥା ନୁହେଁ ।

ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ୍ ହେବାର ଲାଗିଛି । ସ୍ମାର୍ଟ୍ ଫୋନ୍ ସମସ୍ତେ ଧରିବା ଦିନଠାରୁ ଦିନକୁ ଦିନ ଯୁଗରେ ପରିବର୍ତ୍ତନ ଆସିଯାଉଛି ।

କୌଣସି ଜିନିଷ ଦେଖିଲା ମାତ୍ରେ ପ୍ରଥମେ ଦେଖି ଉପଭୋଗ କରିବା ତ ଦୂରର କଥା ପ୍ରଥମେ ନିଜ ମୋବାଇଲ ରେ ଦୃଶ୍ୟ କଏଦ କରିବାକୁ ପସନ୍ଦ କରିଥାନ୍ତି ।ସେ ଫଟୋ ହେଉ ଅବା ଭିଡିଓ ରେକଡିଂ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ପ୍ରେମୀ ଯୁଗଳ ଜଙ୍ଗଲ କୁ ଯାଉଥିବାର ଦେଖା ଯାଇଛି ।

ପ୍ରେମୀ ଯୁଗଳ ଜଙ୍ଗଲ କୁ ଯିବା ଆଗରୁ ଗାଡିରୁ ଓହ୍ଲାଇ ଦୁହେଁ ଯାଇଥିଲେ ହୁଏତ ସ୍ଥାନୀୟ ବାସିନ୍ଦା ତାଙ୍କୁ ଆଗରୁ ଚିହ୍ନି ଥିଲେ ଏବଂ ଭଲ ଭାବେ ଜାଣିଥିଲେ ଯାହା ଫଳରେ ତାଙ୍କ ପଛ ପଛେ ଯାଇଥିଲେ ।

ପ୍ରେମୀ ଯୁଗଳ ପରେ ଜାଣିପାରିଥିଲା ଗାଁ ଲୋକଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇସାରିଛି ଏବଂ ସେ କଳେ ବଳେ ସେଠାରୁ ବଞ୍ଚିଯିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ମାତ୍ର ଗାଁ ଲୋକେ ତାଙ୍କୁ ଘେରି ଦେଇଥିଲେ ଏବଂ ବହୁତ୍ ଅନୁରୋଧ କରିବାରୁ ତାଙ୍କୁ ଛାଡି ଦେଇଥିଲେ ।

ଏହି ଭିଡିଓ କୁ ଆପଣ ଦେଖନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ବିବାହିତ ପୁରୁଷ ଏବଂ ମହିଳା ଏମିତି କରିବା କେତେଦୂର ଠିକ୍ ।

Leave a Reply

Your email address will not be published. Required fields are marked *