ଓଡିଆ ଷ୍ଟାର ସବ୍ୟସାଚ୍ଚୀ ୨୪ଘଣ୍ଟା ଫୋନରେ ଗପୁଥିବାରୁ ଅର୍ଚ୍ଚତା କଣ କହିଲେ, ଦେଖନ୍ତୁ ଭିଡିଓରେ

ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଯୋଡି ଅନେକ ଫିଲ୍ମରେ ଏକାଠି କାମ ମଧ୍ୟ କରିଛନ୍ତି। ଏବଂ ଏମାନଙ୍କ ଯୋଡିକୁ ଦର୍ଶକମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି। ଶେଷରେ ଏହି ଯୋଡି ବାସ୍ତବ ଜୀବନରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବର୍ତ୍ତମାନ ଅଭିନେତା ସବ୍ୟସାଚ୍ଚୀ କରୋନା ମହାମାରୀର ଏକ ଗମ୍ଭୀର ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଏବଂ ଆବଶ୍ୟକୀୟ ଜିନିଷ ମଧ୍ୟ ଲୋକମାନଙ୍କୁ ଯୋଗାଉଛନ୍ତି। ଏହାଦ୍ବାରା ଦର୍ଶକମାନେ ମଧ୍ୟ ତାଙ୍କୁ ବହୁମାତ୍ରା ଭଲ ପାଇବା ଦେଉଛନ୍ତି।

ବର୍ତ୍ତମାନ ଅର୍ଚ୍ଚିତା ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଓ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତିକି,”ସବ୍ୟସାଚ୍ଚୀ ୨୪ ଘଣ୍ଟା ଲୋକମାଙ୍କୁ ସାହାଯ୍ୟ କରିବା ନିମନ୍ତେ ତତ୍ପର ଥାନ୍ତି। ଏବଂ ଯେକୌଣସି ସମୟରେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି।” ଏହି କାରଣରୁ ଅର୍ଚ୍ଚିତା ସବ୍ୟସାଚ୍ଚୀଙ୍କୁ ଅଧିକରୁ ଅଧିକ ଭଲ ପାନ୍ତି।

 

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଯୋଡି ସବ୍ୟସାଚ୍ଚୀ-ଅର୍ଚ୍ଚିତାଙ୍କୁ ଆପଣମାନେ କେତେ ମାତ୍ରାରେ ପସନ୍ଦ କରନ୍ତି। ଓ ଆପଣଙ୍କୁ ଏହି ଯୋଡି କିପରି ଲାଗୁଛି ତାହା ଆମକୁ କମେଣ୍ଟରେ ନିଜର ମତାମତ ଦିଅନ୍ତୁ।

Leave a Comment

Your email address will not be published. Required fields are marked *

Scroll to Top