ଜ୍ୟୋତିଷ ଶାସ୍ତ୍ର

ସାବିତ୍ରୀ ଅମାବାସ୍ୟାରେ ଏହି ୭ ଟି ରାଶିର ଭାଗ୍ୟ ସୁନା ଭଳି ଚମକି ଉଠିବ

ଆମ ହିନ୍ଦୁ ଧର୍ମରେ ସାବିତ୍ରୀ ଅମାବାସ୍ୟା ପ୍ରତ୍ଯେକ ବିବାହିତ ମହିଳାମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ ଦିନ ଅଟେ। ବନ୍ଧୁଗଣ ହିନ୍ଦୁ ଧର୍ମର ସାବିତ୍ରୀ ବ୍ରତର ବିଶେଷ ମହତ୍ଵ ରହିଛି। ପ୍ରତ୍ଯେକ ଓଡିଆ ସଧବା ନାରୀମାନଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ। ପ୍ରତିବର୍ଷ ଜ୍ୟେଷ୍ଠମାସ ଅମାବାସ୍ୟାରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ଏହି ବର୍ଷ ଜୁନ ମାସ ୧୦ ତାରିଖ ବୁଧୁବାର ଦିନ ସାବିତ୍ରୀ ବ୍ରତ ପଡୁଅଛି। ଏହି ଦିନ ସଧବା ନାରୀମାନେ ନିଜର ସ୍ଵାମୀଙ୍କର ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି। ଏହି ଶୁଭ ବର୍ଷରେ ସ୍ତ୍ରୀ ଲୋକମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପିନ୍ଧି ପୂଜା ନିମନ୍ତେ ସାବିତ୍ରୀ ମାଙ୍କର ମନ୍ଦିର ଯାଇଥାନ୍ତି। ଏବଂ ସାବିତ୍ରୀ ମାତାଙ୍କୁ ନୂଆ ଶାଢୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜର ସ୍ଵାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ପ୍ରାଥର୍ନା କରିଥାନ୍ତି। ତେବେ ଦୀର୍ଘ ୫୦୦ବର୍ଷ ପରେ ଏହି ପବିତ୍ର ସାବିତ୍ରୀ ଅମାବାସ୍ୟା ଗୁରୁବାର ଦିନ ପଡୁଅଛି। ଏବଂ ଏହି ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି।

ଗ୍ରହ-ନକ୍ଷତ୍ରମାନଙ୍କର ପରିବର୍ତ୍ତନ ହେବାକୁ ଯାଉଅଛି। ଯେମିତିକି ଆପଣ ମାନେ ଜାଣିଛନ୍ତିଯେ, ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ ରାଶିଚକ୍ରର ୧୨ଗୋଟି ରାଶିମାନଙ୍କର ଉପରେ ପ୍ରଭାବ ପକାଇଥାଏ। ତେଣୁ ଗ୍ରହମାନଙ୍କର ଏହି ମହା ସଂଯୋଗ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଘଟିବାକୁ ଯାଉଅଛି। ଯାହାଫଳରେ ଏହି ବ୍ୟକ୍ତିମାନଙ୍କର ଭାଗ୍ୟ ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ସୁନା ଭଳି ଚମକି ଉଠିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କଣ ସବୁ ଘଟିବାକୁ ଯାଉଅଛି।

 

ବନ୍ଧୁଗଣ ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ପରଠାରୁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ଜୀବନ ସାଥୀଙ୍କ ସହିତ ସମ୍ପର୍କ ଭଲ ଏବଂ ମଧୁର ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିପାରିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପୁରୁଣା ରୋଗରୁ ଉପଶମ ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ ଲାଭ ମିଳିବ। ଲାଗି ରହିଥିବା ଆର୍ଥିକ ସମସ୍ଯା ଗୁଡିକ ବହୁତ ଶୀଘ୍ର ଦୂର ହୋଇଯିବ। ବ୍ୟବସାୟ ମାନେ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରିବାରରେ ଖୁସିର ପରିବେଶ ଲାଗି ରହିବ।

ବ୍ୟକ୍ତିମାନଙ୍କର ଭଗବାନଙ୍କର ବିଶେଷ କୃପା ପ୍ରାପ୍ତି ହେବ। ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣମାନଙ୍କ ପରିବାରରେ ସଦସ୍ୟ ମାନଙ୍କର ସମ୍ପୂର୍ଣ ରୂପରେ ସହଯୋଗ ମିଳିବ। ଚାକିରି କହୁଜୁଥିବା ବ୍ୟକ୍ତିଙ୍କୁ ଉତ୍ତମ ଚାକିରି ମିଳିବ। ଘରର ଆର୍ଥିକସ୍ଥିତି ସୁଧୁରି ଯିବ। ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଏହି ବ୍ୟକ୍ତି ରାଶିର ବ୍ୟକ୍ତି ମାଙ୍କୁ ଆକସ୍ମିକ ଧନରାଶିର ପ୍ରାପ୍ତ ହେବ।

ତେବେ ଏହି ୭ଟି ଭାଗ୍ୟଶାଳୀ ରାଶିଗୁଡିକ ହେଲା: ମିଥୁନ ରାଶି, ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, କୁମ୍ଭ ରାଶି, ମୀନ ରାଶି ଓ ତୁଳା ରାଶି

Leave a Reply

Your email address will not be published. Required fields are marked *