Devotional

ଜୀବନରେ ସୁଖି ରହିବାକୁ ଚାହୁଁଥିଲେ ମାନନ୍ତୁ Sai Baba ଙ୍କ ଏହି ୩ ଟି କଥା ଦୁଃଖ ପାଖ ମାଡିବନି

ଦୁନିଆରେ ସାଇ ବାବା ଙ୍କ ଭକ୍ତ ଅନେକ ଅଛନ୍ତି ଯିଏ କି ସାଇ ବାବାଙ୍କ ପ୍ରତ୍ୟେକ କଥା କୁ ପାଳନ କରନ୍ତି । ଜୀବନରେ ସାଇ ବାବା ୩ ଟି ମୁଖ୍ୟ ଜିନିଷ ଶିଖାଇ ଯାଇଛନ୍ତି ଯାହାକୁ ମାନବ ସମାଜ ମାନିବା ନିହାତି ଜରୁରୀ ।

ଜୀବନରେ ସବୁବେଳେ ସତ୍ୟ ଅଧାର ରେ ରହିବା ଉଚିତ୍ । ସତ୍ୟ କୁ ମୁଖ୍ୟ ଅସ୍ତ୍ର କରାଯିବା ଉଚିତ୍ । ଯେତେ ସୁବିଧା ଅସୁବିଧା ଆସୁ ପଛେ ସତ ର ହାତ କେବେ ଛାଡ଼ିବା ଉଚିତ୍ ନୁହେଁ । ସତ କହିଲେ ଯଦି ମୃ-ତ୍ୟୁ ମିଳେ ତେବେ ସେ ମୃ-ତ୍ୟୁରେ ସ୍ବର୍ଗ ସୁଖ ପ୍ରାପ୍ତି ହୁଏ ।

ଜୀବନରେ ନିଜକୁ ସୃଷ୍ଟି କରିଥିବା ବ୍ୟକ୍ତି ଙ୍କୁ ଅନାଦର କେବେ କରିବା ଉଚିତ୍ ନୁହେଁ । ପ୍ରଥମେ ପିତା ମାତା ଦିତୀୟ ରେ ଈଶ୍ୱର ଯିଏ କି ସମସ୍ତଙ୍କର ସୃଷ୍ଟି କର୍ତ୍ତା ।

ଜୀବନରେ ସବୁବେଳେ ଉଚ୍ଚ ନୀଚ ବ୍ୟବଧାନ ପରିହାର କରିବା ଉଚିତ୍ । ଧନୀ,ଗରିବ,ରାଗ,ହିଂସା ରୁ ଦୂରେଇ ରହିବା ଆବଶ୍ୟକ ହୋଇଥାଏ । ଏହାଠୁ ଦୂରେଇ ରହିଲେ ପ୍ରାଣୀ ସକଳ କ୍ଷେତ୍ରରେ ଜୟ ଲାଭ କରିଥାଏ ।

Leave a Reply

Your email address will not be published. Required fields are marked *