ପୁଣି ଲାଗିଲା ଧାରା ୧୪୪ ଭୟଙ୍କର କାଣ୍ଡ କୁ ନିୟନ୍ତ୍ରଣ କଲା ପୋଲିସ୍ ଏବେ କଣହେବ Tapaswini ଙ୍କ ଭବିଷ୍ୟତ

ପୋଲିସ ମିଡ଼ିଆ ପାଖକୁ ପହଞ୍ଚାଇବା ପାଇଁ ସବୁ ରାସ୍ତା ତପଶ୍ଵନି ଙ୍କ ର ବନ୍ଦ କରିଦେଲେ । ସାରା ଅଞ୍ଚଳ ସିଲ୍ କରିଛନ୍ତି।ତେଣୁ ତପଶ୍ଵନି ଓ ଡାକ୍ତର ସୁମିତ ଙ୍କ ଭିତରେ ଚାଲିଥିବା କଳହ ର ସମାଧାନ ହୋଇପାରୁ ନାହିଁ।ଯାହାଫଳରେ ସେମାନଙ୍କ ଭିତରେ ବର୍ତ୍ତମାନ ଅନ୍ତର ବଢ଼ିଯାଇଛି।

ଏହା ସହିତ ତପଶ୍ଵନି ନ୍ୟାୟ ପାଇବା ପାଇଁ ଅନେକ ମହିଳା ମାନଙ୍କୁ ନେଇ ଡାକ୍ତର ସୁମିତ ଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ ଓ ଘର ଭାଙ୍ଗି ଦେଇଥିଲେ।ଘଟଣା ପରେ ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।ଯାହାଫଳରେ ସେହି ଅଞ୍ଚଳରେ ବର୍ତମାନ ଶାନ୍ତିର ବାତାବରଣ ଖେଳି ଯାଇଛି।

ଏବଂ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କଡ଼ା ସୁରକ୍ଷା ପୋଲିସ ପକ୍ଷରୁ ଜାରି କରିଛନ୍ତି।ସେ ଅଞ୍ଚଳକୁ ବାହାରୁ କେଉଁ ଲୋକ ପ୍ରବେଶ ମଧ୍ୟ କରିବେ ନାହିଁ।ପୋଲିସ ମଧ୍ୟ ଜଗି ରହିଛନ୍ତି।ସେଥିପାଇଁ ମିଡ଼ିଆ ମାନେ ମଧ୍ୟ ଭିତରକୁ ଯାଇପାରୁନାହାନ୍ତି।

https://youtu.be/W8BuTvPRDog

ପୋଲିସ ମାନେ ମିଡ଼ିଆ ସାମ୍ନାରେ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି।୧୪୪ ଲାଗୁ କରାଗଲା ପରେ ଏବେ ସବୁ ନିୟନ୍ତ୍ରଣ ରେ ରହିଛି।ସେହି ଅଞ୍ଚଳରେ ପରିମାଣ ଶାନ୍ତି ରହିଛି।ଯାହାଫଳରେ ସୁମିତ ଙ୍କ ଘର ଲୋକ ମଧ୍ୟ ବର୍ତ୍ତମାନ ଶାନ୍ତିରେ ରହିଥିବେ ବୋଲି ଅନୁମାନ କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top