Devotional

ସତ ହେଉଛି କି ମାଳିକା ବଚନ!! ଘରେ ପଶି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି କୁକୁର…

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ କୁକୁର ସମସ୍ତଙ୍କ ରେ ପ୍ରାୟ ପ୍ରିୟ ହୋଇ ଥାଏ।କିଛି ଲୋକ ମାନେ କୁକୁର କୁ ଘରେ ରଖି ଖାଇବାକୁ ଦିଅନ୍ତି।ହେଲେ ଏବେ ସେହି କୁକୁର ପାଇଁ ସୃଷ୍ଟି ହୋଇଛି ଗାଁ ରେ ଆତଙ୍କ।

ଗାଁ ରାସ୍ତା ରେ ଘୁରି ବୁଲୁଛି ପାଗଳ କୁକୁର।ଯାହାକୁ ଦେଖୁଚି ଗୋଡ଼ାଇ ଗୋଡ଼ାଇ କାମୁଡି ଦେଉଚି।ଗାଁ ର ଲୋକ ମାନେ ଏବେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ମୁନିସିପାଲିଟି ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ।

କୁକୁର ମାନେ ନିଜ ମାଲିକ ଙ୍କ ପାଖରେ ସବୁବେଳେ ରହି ଥାଆନ୍ତି।ସେମାନଙ୍କ ଦେଖା ଶୁଣା ବି କରନ୍ତି ବୋଲି କୁହା ଯାଇ ଥାଏ।ହେଲେ ଏବେ କୁକୁର ମାନେ ହିଂସ୍ର ପାଲଟି ଗଲେଣି।ଲୋକ ଙ୍କୁ ଗାଁ ଭିତରେ ଗୋଡେଇ ଗୋଡେଇ କାମୁଡି ଦେଉଚି।

ଯାହାକି ଏବେ ଚିନ୍ତା ର ବିଷୟ ହୋଇଚି।ମାଳିକା ବଚ୍ଚନ ଧୀରେ ଧୀରେ ସତ ହେବାକୁ ଲାଗୁଛି।ମାଳିକା ରେ ଲେଖା ଥିଲା କୁକୁର ଓ ଶିଆଳ ମାନେ ଲୋକ ଙ୍କୁ ମାରି ଖାଇ ଦେବେ।ଆଗରୁ ଶିଆଳ ତାର ରୂପ ଦେଖାଇ ସାରିଛି।

ଏବେ କୁକୁର ମାନେ ରାସ୍ତା କଡ ରେ ବୁଲି ଲୋକ ଙ୍କୁ ମାରି ଖାଉଛି।କୋଡ଼ିଏ ରୁ ଅଧିକ ଲୋକ ଙ୍କୁ ରକ୍ତାତ କରିଛି ଏହି କୁକୁର।ସମସ୍ତେ ଏବେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।ପୁରା ଗାଁ ଏବେ ଭୟବିତ ରହିଛନ୍ତି।

ଗାଁ ର ଲୋକ ମାନେ ସନ୍ଧ୍ୟା ହେଲେ ଭୟ ରେ ନିଜ ଘରୁ ବାହାରକୁ ଯାଉ ନାହାନ୍ତି।ପାଗଳ କୁକୁର ମାନେ ରାସ୍ତା କଡ ରେ ଘୁରି ବୁଲୁଛନ୍ତି।ଲୋକ ଙ୍କୁ ଦେଖିବା ମାତ୍ରେ ତାଙ୍କୁ କାମୁଡିବା ପାଇଁ ଗୋଡେଇ ଆସୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଡାକ ଘର ଅଞ୍ଚଳ ରେ କିଛି ଦିନ ହେବ ଏକ ପାଗଳ କୁକୁର ଘୁରି ବୁଲୁଛି।ସେ ଏବେ ସମସ୍ତଙ୍କୁ କାମୁଡି ଖାଇ ଦେଉଚି।ସ୍ଥାନୀୟ ଲୋକ ମାନେ ପାଗଳ କୁକୁର ର ଆକ୍ରମଣ ର ଶିକାର ହୋଇଛନ୍ତି।ସେମାନେ ଏବେ ସ୍ଥାନୀୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ଯାହାକି ଏବେ ସେହି ଅଞ୍ଚଳ ରେ ଆତଙ୍କ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *