ସତ ହେଲା ମାଳିକା ବଚ୍ଚନ ପୁରୀରେ ଦେଖା ଦେଲେ ଗରୁଡ଼ ପକ୍ଷୀ ଦେଖନ୍ତୁ ଏବେ କଳିଯୁଗ ଶେଷ ନିଶ୍ଚିନ୍ତ !!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁଛନ୍ତି।

ବନ୍ଧୁଗଣ ଗରୁଡ ପକ୍ଷୀ ବିଷୟରେ ବହୁ ପ୍ରାଚୀନ କାଳରୁ ଗ୍ରନ୍ଥ ମାନଙ୍କରେ ଅନେକ କଥା ଲେଖା ହୋଇରହିଛି। ରାମାୟଣର ଏକ ଚର୍ଚିତ ଚରିତ୍ର ହେଉଛି ଏହି ଗରୁଡ ପକ୍ଷୀ। ଯିଏକି ନିଜର ଜୀବନକୁ ବାଜି ଲଗାଇବା କଥା ମଧ୍ୟ ରାମାୟଣରୁ ଜଣାଯାଇଛି।

ତେବେ ସେହି ଗରୁଡର ପକ୍ଷୀର କଥା ଏବେ ପୁଣି ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଚନ୍ଦନପୁର ଗୋପୀନାଥ ମନ୍ଦିର ନିକଟରୁ ମିଳିଛି ବିରଳ ଗରୁଡ ପକ୍ଷୀ।

ଗାଁର କିଛି ପିଲା ଏକ ରାଲିରେ ଗାଁର ସଫେଇ କାମ ପାଇଁ ଯାଉଥିବା ବେଳେ ଗରୁଡ ପକ୍ଷୀ ଶବ୍ଦ କରୁଥିବାର ଦେଖିଥିଲେବ। ଗରୁଡ ପକ୍ଷୀ ତି ଯେମିତି ଶବ୍ଦ କରୁଥିଲା ଲାଗୁଥିଲା ଯେମିତି ତାକୁ କାହାର ସାହାର୍ଯ୍ୟ ଦରକାର।

ଆଉ ପିଲା ଆନେ ପାଖକୁ ଯାଇ ଦେଖିଥିଲେ ଆଉ ନିଜେ ମଧ୍ୟ ଜଣାଇ ନ ଥିଲେ ଏ କେଉଁ ପ୍ରକାରର ପକ୍ଷୀ ? କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହା ଗରୁଡ ପକ୍ଷୀ ବୋଲି ଚିହ୍ନଟ କରିଥିଲେ।

କେହି ଗରୁଡ ପକ୍ଷୀକୁ ନେବାକୁ ଇଚ୍ଛା ନକରିବାରୁ କିଶୋର ବୟସର ଏହି ପିଲାଟି ନିଜକୁ ଘରକୁ ଆଣିଥିଲା। ଆଉ ଏହା ପରେ ଗାଁ ଲୋକେ ଗରୁଡ ପକ୍ଷୀକୁ ଦେଖି ଜୟ ଜଗନ୍ନାଥ କହି ନାରା ଲଗାଇଛନ୍ତି।

ପୂର୍ବରୁ କେବେ ଏଭଳି ପକ୍ଷୀ ଦେଖି ନାହାନ୍ତି ବୋଲି କହିଛନ୍ତି ଗାଁ ଲୋକେ। ତେବେ ଗରୁଡ ପକ୍ଷୀକୁ ଘରେ କ୍ଷୀର ପିଆଇ ଆଶ୍ରୟ ଦେଇଛନ୍ତି କିଶୋର ଯୁବକ ଜଣକ। ଏବେ ପକ୍ଷୀକୁ ପାଇ କିଶୋର ଜଣକ ବେଶ ଖୁସି ଥିବାର କହିଛନ୍ତି।

ତେବେ ଏହି ବିରଳ ଗରୁଡ ପକ୍ଷୀ ଦେଖାଯିବା କେଉଁ ସଂକେତ ଆଡକୁ ସୂଚାଉଛି ତାହା ସମୟ କହିବ। କିନ୍ତୁ ଗରୁଡ ପକ୍ଷୀ କୁ ପ୍ରଥମ ଥର ପାଇଁ ଦେଖି ଗାଁ ଲୋକେ ବେଶ ଖୁସି ଥିବାର ବ୍ୟକ୍ତ କରିଛନ୍ତି।

Leave a Comment