Special Report

ସ୍କୁଲ୍ କୁ ପାଠ ନ ପଢିବାକୁ ଯାଇ ବଣ ଭିତରେ କରୁଥିଲେ ରାସଲୀଳା, ଧରା ପଡ଼ିବା ପରେ ହେଲେ ଲଙ୍ଗଳା!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।

ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି। ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇପାରୁଛନ୍ତି।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଏବଂ ବନ୍ଧୁଗଣ ଆଜିକାଲି କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଅତି ସାଧାରଣ ହେଇ ଯାଇଛି।

ଆଜିକାଲି ସମାଜରେ ଏଇ କିଛି ପୁଅ ଆଉ ଝିଅ ଙ୍କ ପାଇଁ ଘର ଲୋକମାନେ ମୁଣ୍ଡ ଟେକି ବାଟରେ ଚାଲି ପାରୁନାହାନ୍ତି। କିଏ ସ୍କୁଲ୍ କଲେଜ ନା କହି ବାହାରେ ଆସି ନିଜ ପ୍ରେମିକ କୁ ଦେଖା କରୁଛି ତୋ ଆଉ କିଏ ଖରାପ୍ କାମ କରିବାକୁ ବି ପଛଉ ନାହାଁନ୍ତି।

ପ୍ରେମ ସମ୍ପର୍କକୁ ନେଇ ଏବେ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚା ଚାଲିଛି। ଏଇ ପ୍ରେମ ପାଇଁ ଅନେକ ଛୁଆଙ୍କ ଜୀବନ ଚାଲି ଯାଉଛି। ଟିକେ ଭାବୁ ନାହାଁନ୍ତି ନିଜ ଜନ୍ମ କଲା ବାପା ମାଆ ଙ୍କ କଥା ସେମାନେ କେମିତି ବାଞ୍ଚିବେ।

କେମିତି ସମାଜ ଆଗରେ ମୁହଁ ଟେକି ଚାଲିବେ। ବାପା ମାଆ ପିଲା ମାନଙ୍କୁ ପାଳି ପୋଷି କେତେ କଷ୍ଟ ରେ ବଡ କରିଥାଆନ୍ତି କିନ୍ତୁ ତାଙ୍କ ଦୁଃଖ ସେ ପିଲାମାନେ ବୁଝିପାରୁନାହିଁ।

ତେବେ ବନ୍ଧୁଗଣ ଦେଖିବାକୁ ମିଳୁଛି ଭାଇରାଲ ହେଉଥିବା ଭିଡିଓରେ ଜଣେ କଲେଜ ଛାତ୍ରୀ ଜଙ୍ଗଲ ଭିତରକୁ ନିଜ ବୟଫ୍ରେଣ୍ଡ ସହ ରାସଲୀଳା କରିବାକୁ ଆସିଥିଲେ। ରାସଲୀଳା କରିବା ସମୟରେ ତାଙ୍କୁ କିଛି ଯୁବକ ଧରି ଦେଇଥିଲେ ।

https://youtu.be/yYuCbr2L1QE?si=dHNRnNJXarrHsIut

ଯୁବକ ମାନେ ତାଙ୍କୁ ଧରିବା ସମୟରେ ତାଙ୍କର ଭିଡିଓ ରେକର୍ଡ କରିଥିଲେ। କଲେଜ ଛାତ୍ରୀ ଜଣକ ସେହି ଯୁବକଙ୍କ ସହ ଯୁକ୍ତି ତରକ କରୁଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *