ନଙ୍ଗଳା ହୋଇକି ନାଚିବାର ଥିଲେ ବ୍ଲୁ ଫିଲ୍ମ କରିଥାନ୍ତି: ଆଇଟମ ଗାର୍ଲ ରାଣୀ ପଣ୍ଡା

ଆଇଟମ ଗାର୍ଲ ରାଣୀ ପଣ୍ଡା ପୁଣିଥରେ ବିବାଦରେ। ସେ ଏକ ଯାତ୍ରାରେ ଡ୍ରେସ ଖୋଲି ନାଚିଥିବାର ଦୃଶ୍ୟ ବହୁ ଚର୍ଚ୍ଚାରେ ଥିଲା। ତାହାକୁ ନେଇ ଅନେକ ବିବାଦ ମଧ୍ୟ ଉଠିଥିଲା। ଏହାକୁ ନେଇ ରାଣୀ ପଣ୍ଡା କହିଥିଲେ କହିଥିଲେ ତାହା ଏକ ଆଇଟମ ନାଚ ଥିଲା।

ଏହାର ଅର୍ଥ ଲୋକମାନଙ୍କୁ ରାଣୀ ପଣ୍ଡା ବୁଝାଇ କହିଥିଲେକି, ଆଇଟମର ଅର୍ଥ କଣ? ତାହା ଏକ ପ୍ରକାର ଅଙ୍ଗ ଭଙ୍ଗୀ ନୃତ୍ୟ। ଯଦି ଆଇଟମରେ ଅଙ୍ଗ ଭଙ୍ଗୀ ନ ଦେଖେଇବ ତେବେ ତାହା ଆଇଟମ କିପରି ହେବ। ଏହା ହେଉଛି ଆଇଟମର ଏକ ପାର୍ଟ। ଏପରି କରିବାକୁ ପଡିବ। ନହେଲେ ତାହା ଆଇଟମ ହେବନି।

 

ରାଣୀ ପଣ୍ଡା ଆଗକୁ କହିଲେକି, ଲୋକମାନେ ଯେଉଁ କହୁଛନ୍ତି ରାଣୀ ପଣ୍ଡା ସବୁକିଛି ଖୋଲିକି ନାଚିଲେ। ଯେଉଁ ଅଙ୍ଗଟା ଘୋଡାଇ ରହିବା କଥା ସେଇଟା ଘୋଡାଇ ହୋଇ ରହିବା ଦରକାର। ଯେଉଁଦିନ ମୁଁ ସବୁକିଛି ଖୋଲି ନାଚିବି ସେଦିନ କହିବେ ସବୁକିଛି ଖୋଲି ରାଣୀ ପଣ୍ଡା ନାଚିଲେ।

ଯଦିମୋତେ ସବୁକିଛି ଖୋଲି ନାଚିବାର ଥିଲା କିମ୍ବା ସବୁ ଅଙ୍ଗ ପ୍ରତ୍ଯେଙ୍ଗ ଦେଖାଇବାର ଥିଲା ତେବେ ମୁଁ ନିଶ୍ଚିତ ପର୍ନ ଚଳଚ୍ଚିତ୍ରରେ କାମ କରିଥାନ୍ତି।

Leave a Comment

Your email address will not be published. Required fields are marked *

Scroll to Top