ଦେଶ ଦୁନିଆ

ସିଦ୍ଧାନ୍ତ ଙ୍କ ଝିଅ ବି କୌଣସି ରୂପରେ କମ ନୁହନ୍ତି, ଥଟୁଟେ ଦେଖନ୍ତୁ ସିଦ୍ଧାନ୍ତ ଙ୍କ ପରିବାର

ଆପଣ ମାନଙ୍କୁ ସୁନ୍ଦର୍ ଫିଲ୍ମ୍ ଓ ନିଖୁଣ ଅଭିନୟ କରୁଥିବା ହିରୋ ମାନଙ୍କୁ ସବୁବେଳେ ପସନ୍ଦ କରିଥାନ୍ତି । ଯେଉଁ ଅଭିନେତା ର ଅଭିନୟ ଯେତେ ସୁନ୍ଦର୍ ହୋଇଥାଏ ସେହି ଅଭିନେତା ଦର୍ଶକ ମାନଙ୍କ ମନରେ ସବୁବେଳେ ରହି ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଖବର ।

ଅଲିଉଡ୍ ରେ ଅଭିନୟ କରିଥିବା ସବୁ ହିରୋ ମାନଙ୍କୁ ଆପଣ ମାନେ ଜାଣିଥିବେ । ତେବେ ସମସ୍ତଙ୍କ ପାଇଁ ସିଦ୍ଧାନ୍ତ ମହାପାତ୍ର ସବୁବେଳେ ଭଲ ସୁପରହିଟ ହିରୋ ଭାବରେ ଜାଣିଥାନ୍ତି । ଛୋଟ ରୁ ବଡ଼ ଯାଏ ସମସ୍ତେ ସିଦ୍ଧାନ୍ତ ଙ୍କୁ ପସନ୍ଦ କରିଥାନ୍ତି ଓ ସମସ୍ତେ ତାଙ୍କୁ ଜାଣନ୍ତି ମଧ୍ୟ । ସବୁବେଳେ ୧ ନମ୍ବର ହିରୋ ଭାବରେ ସମସ୍ତେ ତାଙ୍କୁ ଗ୍ରହଣ କରିଥାନ୍ତି । ତାଙ୍କର ଅଭିନୟ ସମସ୍ତଙ୍କ ମନ କୁ କିଣିନେଇଥାଏ ।

ତେବେ ସବୁବେଳେ ହିରୋ ହିରୋଇନ୍ ଙ୍କ ବାସ୍ତବିକ୍ ଜୀବନ ଓ ପରିବାର କଥା ଜାଣିବାକୁ ସମସ୍ତଙ୍କୁ ଇଚ୍ଛା ଥାଏ ତେବେ ଆସନ୍ତୁ ଆଜି ସିଦ୍ଧାନ୍ତ ଙ୍କ ପରିବାର ସମ୍ପର୍କ ରେ ଜାଣିବା । ୨୦୦୪ ମସିହା ରେ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ସିଦ୍ଧାନ୍ତ ଶ୍ରଦ୍ଧାଞ୍ଜଳି ଫିଲ୍ମ୍ ରୁ ନିଜର ଅଭିନୟ ଆରମ୍ଭ କରିଥିଲେ । ତେବେ ବିବାହ ପରେ ମାମା ମିଶ୍ର ଆଉ କିଛି ଅଭିନୟ କରି ନାହାନ୍ତି । ସିଦ୍ଧାନ୍ତ ଏବେ ପର୍ଯ୍ୟନ୍ତ ସୁନ୍ଦର୍ ଅଭିନୟ କରି ଲୋକ ମାନଙ୍କ ମନରେ ସ୍ଥାନ ଅଧିକାର କରିଛନ୍ତି ।

 

ତେବେ ପ୍ରଥମ ଫିଲ୍ମ୍ ରୁ ସିଦ୍ଧାନ୍ତ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ଆପଣେଇଥିଲେ । ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି । ପ୍ରାୟ ୧୫୦ ରୁ ଅଧିକ ଫିଲ୍ମ୍ ସେ କରିଛନ୍ତି । ତେବେ ଆଗକୁ ତାଙ୍କ ପୁଅ ମଧ୍ୟ ଏହି କ୍ଷେତ୍ର ରେ ଆସିବେ ବୋଲି ସେ କହିଛନ୍ତି । ତାଙ୍କ ପୁଅ ଏବେ ପାଠ ପଢୁଛନ୍ତି ଓ ଅଭିନୟ ମଧ୍ୟ ଶିଖୁଛନ୍ତି ।

Leave a Reply

Your email address will not be published. Required fields are marked *