ରାଜନୀତି ରେ ପ୍ରବେଶ କଲେ ସୋନୁ ସୁଦ ଙ୍କ ଭଉଣୀ ବାଛିଲେ ଏହି ଦଳ କେଉଁ ଦଳ ଜାଣିଲେ ହୋସ ଉଡିଯିବ

ପଞ୍ଜାବ ରେ ହେବାକୁ ଯାଉଥିବା ଆସନ୍ତା ବିଧାନସଭା ନିର୍ବାଚନ ରେ ପ୍ରତିଦ୍ବନ୍ଦୀ କରିବେ ସୋନୁସୁଦ ଙ୍କ ଭଉଣୀ l ଏକଥା ଅନ୍ୟ କେହି ନୁହେଁ ବରଂ ସୋନୁ ସୁଦ ନିଜେ ପ୍ରକାଶ କରିଛନ୍ତି l

ସୋନୁ ସୁଦ ଙ୍କ ନାଁ ମାଲବିକା ଅଟେ ଏବଂ ସେ କେଉଁ ଦଳ ରେ ପ୍ରବେଶ କରିବେ ତାହା ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଗୁଜବ ଘୁରି ବୁଲୁଛି l

କେହି କହୁଛନ୍ତି ମାଲବିକା କଂଗ୍ରେସ ରେ ଯୋଗଦେବେ ତ ଅନ୍ୟକେହି କହୁଛନ୍ତି ମାଲବିକା ବିଜେପି ରେ ଯୋଗଦେବାକୁ ଯାଉଛନ୍ତି l ତେବେ ବର୍ତ୍ତମାନ ସୁଦ୍ଧା ମାଲବିକା ଙ୍କ ତରଫରୁ ଏହି ବିଷୟରେ ସ୍ପଷ୍ଟ ହୋଇନାହିଁ l

ସୋନୁ ସୁଦ ଚଳଚ୍ଚିତ୍ର ରେ ଭିଲିଆନ ଭାବେ ରୋଲ କରୁଥିବା ବେଳେ କ-ରୋନା ସମୟରେ ଗରିବଙ୍କ ହିରୋ ପାଲଟି ଗଲେ l ଲୋକ ଏହିପରି ଭାବରେ ତାଙ୍କୁ ଭଲ ପାଇ ବସିଲେ ଯେ ଅନେକ ଯାଗାରେ ତାଙ୍କ ପ୍ରତିମା ତିଆରି କରିଚାଲିଲେ ଏବଂ ତାଙ୍କୁ ଭଗବାନ ଙ୍କ ଭଳି ପୂଜା କରିଲେ ମଧ୍ୟ l

କେହି କେହି ସୋନୁ ଙ୍କ ନାଁ ରେ ଦୋକାନ ମଧ୍ୟ ଖୋଲିଦେଇଥିଲେ l ଯାହା ଫଳରେ ସୋନୁଙ୍କ ଫ୍ୟାନ ମାନେ ସାରା ଦେଶରେ ଅନେକ ମାତ୍ରାରେ ବଢିଯାଇଥିଲେ l

ତେବେ ସୋନୁ ସୁଦ ଙ୍କୁ ଲୋକଙ୍କ ଏହିପରି ଭଲ ପାଇବା ଏ ପର୍ଯ୍ୟନ୍ତ ମିଳିଆସୁଛି ଏବଂ ସୋନୁ ଙ୍କ ଏହି କଥା ଘୋଷଣା ପରେ ସୋନୁ ଆଶା ରଖିଛନ୍ତି ତାଙ୍କ ଭଉଣୀ ମଧ୍ୟ ଦେଶବାସିଙ୍କ ଠାରୁ ଠିକ ସେହିପରି ଭଲପାଇବା ପ୍ରାପ୍ତି କରିବେ l

ଏବଂ ସବୁବେଳେ ଦେଶ ପାଇଁ ସେବା କରିବେ ଲୋକଙ୍କ ପାଇଁ ଭଲ ଭଲ କାମ କରିବେ l ସୋନୁ ସୁଦ କିଛିଦିନ ପୂର୍ବରୁ କେଜେରିୱାଲ ଙ୍କ ସହ ଭେଟିଥିଲେ ବୋଲି ସୂଚନା ମିଳିଛି l

Leave a Comment

Your email address will not be published. Required fields are marked *

Scroll to Top