କର୍ମଚାରୀ ହସ୍ପିଟାଲରେ ଛେପ ପକାଇଲେ, କଲେକ୍ଟର ସେହି କର୍ମଚାରୀଙ୍କ ହାତରେ ହିଁ ସଫା କରାଇଲେ
ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ଡିନ୍ଦୋରିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେତେବେଳେ ଜଣେ ବ୍ୟକ୍ତି ହସ୍ପିଟାଲ ପରିସରର ଗାଡି ପାର୍କିଂ ସ୍ଥାନରେ ଛେପ ପକାଇଲେ ଏବଂ ତାକୁ ଜିଲ୍ଲାର କଲେକ୍ଟର ରତ୍ନାକର ଝା ଦେଖିଦେଲେ | ସେତେବେଳେ ସେ ଏହା ଦେଖି ରାଗିଗଲେ ଏବଂ ଯେଉଁ ବ୍ୟକ୍ତି ଛେପ ପକାଇଥିଲେ, ତାଙ୍କ ହାତରେ ହିଁ ରାସ୍ତା ଉପରେ ପଡିଥିବା ଛେପକୁ ସଫା କରାଇଲେ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ … Read more