ମୁଣ୍ଡ ଯୋଡି ହୋଇଛି, ପରସ୍ପରକୁ ଦେଖିବା ମଧ୍ୟ କଷ୍ଟକର, ମୃତ୍ୟୁକୁ ହରାଇ ୧୬ ଘଣ୍ଟା ମଧ୍ୟରେ ଫେରୁଥିବା ଯାଆଁଳା ଭଉଣୀଙ୍କ କାହାଣୀ
ଜନ୍ମରୁ ହିଁ ପରସ୍ପରକୁ ଦେଖିପାରିଲେ ନାହିଁ | କାରଣ ସେମାନଙ୍କ ମୁଣ୍ଡ ପରସ୍ପର ସହିତ ଯୋଡି ହୋଇଥିଲା | ତାହା ପୁଣି ବିପରୀତ ଦିଗରେ | ଶିଶୁମାନଙ୍କର ଏହି ଅବସ୍ଥା ଦେଖି ପରିବାର ସହିତ ବାପାମା ମଧ୍ୟ ଚିନ୍ତିତ ଥିଲେ | ଡାକ୍ତରଙ୍କ ପାଖକୁ ଯିବାରୁ ସେମାନେ ମଧ୍ୟ ଚିନ୍ତାରେ ପଡିଗଲେ | ସେମାନେ କିଛି ଟେଷ୍ଟ କରିବାରୁ କେସ ଆହୁରି ଅଧିକ କ୍ରିଟିକାଲ ବାହାରିଲା | ଦୁହିଁଙ୍କ ମୁଣ୍ଡର ଅଧିକାଂଶ ଅଂଶ ପରସ୍ପର ସହିତ ଯୋଡି … Read more