Viral : ରାତି ଅଧ ରେ ପ୍ରେମିକ ସହ ଘରେ ଥିଲା ବେଳେ ଅଚାନକ ଆସିଗଲେ ଘର ଲୋକେ, ପ୍ରେମିକ କୁ ବାକ୍ସରେ ବନ୍ଦ କରିଦେଲା ପ୍ରେମିକା ଆଉ ତାପରେ…

କଳାହାଣ୍ଡି ର ଏକ ଗାଆଁ ରେ ଏକ ବହୁ ଚର୍ଚ୍ଚିତ ଘଟଣା ଘଟି ଯାଇଚି ଯାହା ଆପଣ ଦେଖିଲେ ହସିବେ କି କାନ୍ଦିବେ ଜାଣିପାରିବେନି, ଆପଣ ତ ବିଭିନ୍ନ ପ୍ରକାର ପ୍ରେମ ଦେଖିଥିବେ, ପ୍ରେମି ଯୁଗଳ ନିଜ ପ୍ରେମ ପାଇଁ କିଛି ବି କରିପାରନ୍ତି ,କିଏ କିଏ ପାର୍କ କିଏ ବୁଦା ମୂଳେ କିଏ କଲେଜ କ୍ୟାମ୍ପସ ରେ ଏମିତି ସବୁ ଆଡ଼େ ଯୋଡ଼ି ଯୋଡ଼ି ହେଇ ବୁଲୁଥାନ୍ତି

ତେବେ ଭଲ ପାଇବା ହୁଏତ କିଛି କିଛି ସମାଜ ରେ ଥିବା ଲୋକେ ଗ୍ରହଣ କରନ୍ତିନି ସେଥିପାଇଁ ପ୍ରେମୀ ଯୁଗଳ ମାନେ ଲୁଚି ଲୁଚି ଦେଖା କରିବାକୁ ପସନ୍ଦ କରନ୍ତି, ତେବେ ଏଇ ଘଟଣା ଟି ଏମିତି କି ଘରେ କେହି ନଥିଲା ବେଳେ ଝିଅ ଟି ନିଜ ପ୍ରେମିକ କୁ ଦେଖା ହେବାକୁ ଡାକିଥିଲା

ତେବେ ଅଚାନକ ପରିବାର ଲୋକ ଆସି ଯାଇଥିଲେ ,ଏଥିରେ ଝିଅ ଆଉ ପୁଅ ଦୁଇଜଣ ହଡବଡ ହୋଇଯାଇ ଅଚାନକ କଣ କରିବେ ଜାଣି ନପାରି ପୁଅ କୁ ଗୋଟେ ବାକ୍ସ ରେ ପୁରେଇ ତାଲା ମାରିଦେଇଥିଲା ଝିଅ ଜଣକ

ତାପରେ ଘର ଲୋକ ପୁଅ ର ଚପଲ ଦେଖି ସନ୍ଦେହ କରି ପୁରା ଘର ଖୋଜା ଖୋଜି କରିଥିଲେ ଆଉ ଶେଷରେ ବାକ୍ସ ରେ କଣ ଅଛି ଖୋଲ କହିବାରୁ ଝିଅ ଟି ଘାବରେଇ ଯାଇଥିଲା ଆଉ ପରେ ସମସ୍ତଙ୍କ ଆଗରେ ବାକ୍ସ ଖୋଲା ଯାଇ ପୁଅ କୁ ବାହାର କରାଯାଇଥିଲା

https://youtu.be/ontmFnxKK5o

ହୁଏତ ଯଦି ଏମିତି ହେଇ ନଥାନ୍ତା ତାହାଲେ ପୁଅ ର ମୃତ୍ୟୁ ହେଇ ପାରିଥାନ୍ତା, ପୁଅ ଜଣକ ବହୁତ୍ କାକୁତି ମିନତି ହେଉଥିଲେ ମଧ୍ୟ ତାଙ୍କୁ ଆଉ ଝିଅ କୁ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା, ଏପଟେ ଏଇ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଜୋର୍ ସେ ଭାଇରାଲ ହେବାକୁ ଲାଗିଛି

Leave a Comment

Your email address will not be published. Required fields are marked *

Scroll to Top