ଗୋରୁ ଚାଲାଣ କୁ ବିରୋଧ କରି ଫସିଲେ Subhasish Sarangi ଦେଖନ୍ତୁ exclusive visual

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଗୋରୁ ଚାଲାଣକୁ ବିରୋଧ କରିବାରୁ ସାମାଜିକ କର୍ମୀ ଓ ସାମ୍ବାଦିକ ପୋଲିସ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ ହୋଇଛି।

ରବିବାର ରାତି ସାଢେ ବାରଟା ସମୟରେ ରାତିଅଧରୁ ଗୋରୁ ଚାଲାଣକୁ ବିରୋଧ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ୨ଜଣ ସାମାଜିକ କର୍ମୀ ଓ ଜଣେ ସାମ୍ବାଦିକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି।

ସୁଭାଶିଷ ସଦ୍ଧଙ୍ଗି କହିଛନ୍ତି ଏସବୁ ମିଛ।ପୋଲିସ କେହି ନଥିଲେ ଆକ୍ରମଣ କାହାକୁ କରୁଛନ୍ତି ଆଉ କାହାକୁ ଗାଳି କରିଛନ୍ତି।କେବଳ କନେଷ୍ଟବଳ ଥିଲେ ସେହି ସମୟରେ ରାତିରେ କୌଣସି ଷ୍ଟାଫ୍ ନଥିଲେ।

ପୋଲିସ ମଦ ପିଇ ମାରିଥିଲେ ।ଏହି ଘଟଣା ଟି ରାତି ସାଢ଼େ ବାର ଟା ବା ୧ଟା ହେବ ।ଏଥି ଗୋରୁ ଚାଲାଣ ହେଉଛି । ଆଳି ଆଇଆଇସି ପଇସା ନେଉଛନ୍ତି ଚାନ୍ଦା ନେଇକି।ପୋଲିସ ମାନଙ୍କୁ ଗାଡ଼ି ନମ୍ବର୍ ମଧ୍ୟ ଦେଇଥିଲେ।

ହୋମ ଗାର୍ଡ କହିଛନ୍ତି ଆବୁ ବୋଲି ଗୋଟେ ଲୋକ ଅଛି ୧୦ ଜଣ ଆସିଲେ ଗାଡ଼ିକୁ ନେଇକି ପଳେଇଗଲେ।ମହିଳା ପୋଲିସ କହୁଛନ୍ତି ପଦ୍ମପୁର ରୁ ଜଣେ ରେପୋର୍ଟ ଦେଇଛି ସେ ରାତି ସାଢ଼େ ଏଗାର ବା ବାର ଟା ଭିତରେ ମେଡିକାଲ୍ ଆସୁଥିଲା ।

ତାକୁ ବାଟରେ ଅଟକେଇକି ଯେଉଁ ତିନି ଜଣ ଫରୱାର୍ଡ ହେଇଛନ୍ତି ସେ ତାଙ୍କୁ ଗାଳି କରିଛନ୍ତି ଓ ତାଙ୍କ ପକେଟ୍ ରୁ ପାଞ୍ଚ ହଜାର ଟଙ୍କା ନେଇଯାଇଛନ୍ତି ।

ଏହି ଘଟଣା ଉପରେ ରିପୋର୍ଟ କରିଲା ପରେ ଥାନାରେ କେଶ୍ ହେଇଛି ଏବଂ ସେହି କେସ୍ ରେ ତିନି ଜଣଙ୍କୁ ଆରେଷ୍ଟ୍ କରାଯାଇଛି।ଆଇଆଇସି ଗୋରୁ ଚାଲାଣ କରୁଛନ୍ତି ଧରା ପଡ଼ିବାରୁ ମିଛ କେସ ଲଗେଇ ତାଙ୍କୁ ପଠାଉଛନ୍ତି ବୋଲି ସୁଭାଶିଷ ସଦ୍ଧଙ୍ଗୀ କହିଛନ୍ତି।

ଏଵଂ ତାଙ୍କ ଅଫିସର ଯେଉଁ ହୋମ ଗାର୍ଡ ଅଛନ୍ତି ସେ ତାଙ୍କ ସାଙ୍ଗରେ ଥିଲେ ବୋଲି ବି କହିଛନ୍ତି।ସାମ୍ବାଦିକ ଜଣଙ୍କ କହିଛନ୍ତି ସେ ନ୍ୟୁଜ କରିବା ପାଇଁ ଆସିଥିଲେ କଣ ଦୋସୋ ଥିଲା ଗିରଫ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top