ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ରାଣ୍ଡିପୁଅ କଥାରେ କ୍ଷମା ମାଗିଲେ ନିର୍ଦ୍ଦେଶକ

ନିର୍ଦ୍ଦେଶକ ବବି ଇସଲାମ ଙ୍କ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ପ୍ରଥମେ କହିଥିଲେ କି ଯଦି ସାରା ଓଡ଼ିଶା ଦେଖି ନାହାଁନ୍ତି ତାହେଲେ ଏବେ ସେ ସାରା ଓଡ଼ିଶାର ଲୋକଙ୍କ ସାମ୍ନା ରେ ଭୁଲ୍ ମାଗୁଛନ୍ତି ବୋଲି। କାରଣ ସେ ଯେଉଁ ବଦନାମ ହେଇଛନ୍ତି ଜଣକ ପାଇଁ ତାଙ୍କର ଚରିତ୍ର ପ୍ରକୃତରେ ସେୟା ନୁହେଁ। ଆଉ ସେ ଫକୀର ମୋହନ ସେନାପତି ଙ୍କ ଶବ୍ଦ କହିଥିଲେ ତାଙ୍କ ଶବ୍ଦ କହି ନଥିଲେ।ଯେତେବେଳେ ମିଡ଼ିଆ ଭାଇ ମାନେ ସେ କହିଥିବା କଥାକୁ ତାଙ୍କୁ ପଚାରି ଥିଲେ ସେତେବେଳେ ବବି ଏହା ଉତ୍ତର ଦେଇଥିଲେ କି ସେମାନେ ଯେତେ ବୁଲେଇଲେ ମଧ୍ୟ ସେ ଆଉ କଣ୍ଟ୍ରୋଭର୍ସି ଭିତରକୁ ଯିବାକୁ ଚାହୁଁ ନାହାଁନ୍ତି।

ଆଉ ମନୋଜ ମିଶ୍ର ଙ୍କୁ ସେ କେବେ ହେଲେ ମଧ୍ୟ ତାଙ୍କର ଫିଲ୍ମ ରେ ନେବେ ନାହିଁ ବୋଲି କହିଥିଲେ। ତାଙ୍କର ଜୀବନ ଥିବା ପର୍ଯ୍ୟନ୍ତ ସେ କେବେ ହେଲେ ମଧ୍ୟ ତାଙ୍କୁ ଫିଲ୍ମ୍ ରେ ନେବେ ନାହିଁ ବୋଲି ବାରଣ କରିଥିଲେ।ଯେଉଁ ମାନେ ଅଭିନେତା ତାଙ୍କୁ ହିଁ କେବଳ ସେ ଫିଲ୍ମ୍ ରେ ନେବେ ହେଲେ ଅଣଅଭିନେତା ମାନଙ୍କୁ ସେ କେବେ ହେଲେ ମଧ୍ୟ ଫିଲ୍ମ ରେ ନେବେ ନାହିଁ ବୋଲି ବାରଣ କରିଥିଲେ। ସେ କହିଥିଲେ ସାଉଥ୍ ମୁଭି ହିଟ ହେବାର କାରଣ ହେଉଛି ତାଙ୍କର ନିର୍ଦ୍ଦେଶକଙ୍କ ପ୍ରତି ସମ୍ମାନ ଥାଏ।

ଆଉ ଫିଲ୍ଡ ଉପରକୁ ଆସିଗଲେ ଅଭିନେତା ତାର କାମ କରିଥାଏ ଓ ନିର୍ଦ୍ଦେଶକ ମଧ୍ୟ ତାର କାମ କରିଥାଏ। ଯିଏ ନିର୍ଦ୍ଦେଶକଙ୍କୁ ସମ୍ମାନ ଦେବ ସେ ସେଭଳି ଅଭିନେତା ନେବେ।ଏଭଳି ମିଡ଼ିଆ ସାମ୍ନା ରେ ଅନେକ କଥା କହୁ କହୁ କହି ଦେଇଥିଲେ ବବି ଦାସ। ଯାହାକି ଆପଣ ତାଙ୍କର ଏହି ସଂପୂର୍ଣ୍ଣ ଭିଡିଓ ଦେଖିବା ପରେ ହିଁ ଜାଣି ପାରିବେ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ଦେଇଛନ୍ତି। ତେବେ ଏହାକୁ ଦେଖିବା ପରେ ଏଥିପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment