ବର୍ଷା ଅନୁଭବ ଙ୍କୁ ସୁର ଙ୍କ ଉପଦେଶ : ସେ ତପସ୍ୱିନୀ-ସୁମିତ ପରି ବର୍ଷା ଆଉ ଅନୁଭବ ଗୋଟେ ରୁମ୍ ରେ ରୁହନ୍ତୁ..

କଂଗ୍ରେସ ନେତା ସୁର ଭାଇ ଙ୍କୁ ସମସ୍ତେ ଜାଣିଥାନ୍ତି।ସେ ଯେଉଁଠି ବି ଯାହା କୁହନ୍ତି ସେଇ କଥାରେ ସମସ୍ତେ ହସିଥାନ୍ତି।ଆଉ ତାଙ୍କ କଥା ସବୁ ଫେମଶ୍ ମଧ୍ୟ ହୋଇଥାଏ।ଏବେ ମିଡ଼ିଆ ସାମ୍ନାରେ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଓ ଓଲିଉଡ ସୁପର ଷ୍ଟାର୍ ଅନୁଭବଙ୍କ ଉପରେ ଏଭଳି ଭାବରେ ସୁର ଭାଇ ମନ୍ତବ୍ୟ ଦେଇଛନ୍ତି।

କଂଗ୍ରେସ ନେତା ସୁରଭାଇ ତପଶ୍ୱନି ମାମଲାରେ ଆସ୍କା କୋର୍ଟ ଯେଉଁ ନିଷ୍ପତି ନେଇଛନ୍ତି ଅଭିନନ୍ଦନ ଜଣେଇଛନ୍ତି।ଗୋଟେ ଘରେ ତାଙ୍କ ଶଶୁର ଓ ଶାଶୂ କେହି ଯିବେ ନାହିଁ,ବାପା ଓ ମା ମଧ୍ୟ ଯିବେ ନାହିଁ।ସେହି ଘରେ ୨ ଜଣ ରହିବେ ଓ ପରସ୍ପରକୁ ଭଲ ରେ ଜାଣିବେ।୨ଜଣଙ୍କ ଭିତରେ ସ୍ନେହ ବଢିବ,ଭଲ ପାଇବା ବଢିବ, ଶ୍ରଦ୍ଧା ,ଏକତା ,ସଂପର୍କ ବଢ଼ିବ ବୋଲି ନେତା ସୁର ଭାଇ କହିଛନ୍ତି।

 

ଓଲିଉଡ ସୁପର ଷ୍ଟାର୍ ଅନୁଭବ ଓ କୁଇନ୍ ବର୍ଷା ପ୍ରୟଦର୍ଶିନୀଙ୍କ ର ବିବାଦ ଚାଲିଥିବାରୁ ଏଭଳି କହିଛନ୍ତି ସୁର ଭାଇ।ବର୍ଷା ଓ ଅନୁଭବ ମଧ୍ୟ ଏମିତି ଏକାଠି ହୋଇଯିବା ଦରକାର।ସେମାନଙ୍କ ପାଇଁ ବି ଏମିତି ଆଡପ୍ଟ ହୋଇଗଲେ ଭଲ ହୁଅନ୍ତା।କୋର୍ଟରେ ଏମାନଙ୍କ ପାଇଁ ଏହି ଭଳି ଭାବରେ ନିଷ୍ପତି ନେବା ଉଚିତ୍।ଯେପରି ତପସ୍ୱିନୀ ମାମଲାରେ ୭ ଦିନ ଘରେ ରହିବାକୁ ନିର୍ଦେଶ ଦେଲେ।

ସେହିପରି ବର୍ଷା ଓ ଅନୁଭବ ପାଇଁ ଏମିତି ହେଲେ ଠିକ ହୋଇଯିବ।ତାଙ୍କୁ ଯେତେବେଳେ ପଚରା ଯାଉଛି ଯଦି ଏମିତି ନ ହେବ ତେବେ ।ସେଥିପାଇଁ ସୁର ଭାଇ ମଧ୍ୟ କହିଛନ୍ତି ଗୋଟେ ଘରେ ରହିଲେ ମାନେ ହେଲା ଆଉ କିଛି ସନ୍ଦେହ ନାହିଁ।ସେ କଣ ନବୀନ ପଟନାୟକ ହେଇଛି ହେବନି।ଏଇଟା କି ଆଶ୍ଚଜ୍ୟ କଥା।ଏହି ଭଳି ଭାବେ ସୁର ଭାଇ ମିଡ଼ିଆ ସାମ୍ନାରେ କହିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top