ନିଜ ଘର ଝରକା ପରଦା କୁ ବ୍ରା କରି ପିନ୍ଧି ଆସିଗଲେ ଏଇ ଅଭିନେତ୍ରୀ, ଲୋକେ ଦେଖିଲା ପରେ….

ଉର୍ଫି ଜାଭେଦ୍ ସମୁଦ୍ର କୂଳରେ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ସବୁଥର ପରି, ସେ ନିଜର ବୋଲ୍ଡ ରିସ୍କ ପୋଷାକ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |ଉର୍ଫି ଙ୍କୁ ହୁଏତ ଲୋକେ କୌଣସି ଫିଲ୍ମ ରେ ଦେଖିନଥିବେ ହେଲେ ତାଙ୍କୁ ଟେଲି ଫିଲ୍ମ ରେ ଦେଖିଛନ୍ତି

ସେ ଉଲ୍ଲୁ ଆପ ରେ ବିଭିନ୍ନ ପ୍ରକାର ହଟ ପୋଜ ସହ ମନ ଛୁଆଁ ଅଭିନୟ କରି ଦର୍ଶକ ଙ୍କ ମନ ମୋହି ପାରିଛନ୍ତି, ତେବେ ସେ ବିଶେଷତ ନିଜ ହଟ ଲୁକ୍ ପାଇଁ ଚର୍ଚ୍ଚା ରେ ରହିଥାନ୍ତି

ବିଗ୍ ବସ୍ ରେ ଉର୍ଫି ଜାଭେଦ୍ ତାଙ୍କର ବିବାଦୀୟ ଚେହେରା ପାଇଁ ହେଡଲାଇନ୍ ରେ ରହିବା ବେଶ୍ ଜଣାଶୁଣା | ଏଥର ସେ ଏକ ପୋଷାକ ବାଛିଲେ ଯାହା ତାଙ୍କୁ ଭଲ ଲାଗୁ ନଥିଲା | ପୋଷାକ ପସନ୍ଦ ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଇଥିଲା | ଅବଶ୍ୟ, ଅଭିନେତ୍ରୀ କହିଲେ କି ମୋ ମନ ମୋ ଇଚ୍ଛା ତେବେ ତାଙ୍କୁ ଏଇ ବିଷୟ ରେ ପଚରା ଯିବା ରୁ ସେ କହିଲେ ମୁଁ ମୋ ଝରକା ପରଦା ଖୋଲି ଏଇ ଡ୍ରେସ ପିନ୍ଧିଚି

ତେବେ ତାଙ୍କୁ ଦେଖି ସାମ୍ବାଦିକ ମାନେ ମଧ୍ୟ ହୋସ ହରେଇଦେବେ ଆପଣ ମାନେ ତ ନ ଦେଖିବା ଭଲ, ତେବେ ନିଜକୁ ଚର୍ଚ୍ଚା ରେ ରଖିବାକୁ ଏମିତି କାମ କରୁଛନ୍ତି ସେ ବୋଲି କମେଣ୍ଟ ସେକ୍ସନ ରେ କିଛି ଉଜର୍ସ ଲେଖିଛନ୍ତି, ଏହା ସମାଜ ଉପରେ ଖରାପ୍ ବାର୍ତ୍ତା ପକାଉଛି ବୋଲି ଅନେକ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top