ରାଜ୍ୟ ଖବର

Tapaswini ଙ୍କୁ ମିଳିବ ନ୍ୟାୟ ସାଙ୍ଗରେ ଠିଆହେଲେ ସୁଭାଶିଷ ଷଡ଼ଙ୍ଗୀ ବହିଷ୍କାର ହେବେ ଡାକ୍ତର ଦେଖନ୍ତୁ ସୁଭାଶିଷ ଙ୍କ ମତ

ବହୁତ ଚର୍ଚିତ ତପସ୍ୱିନୀ ଧାରଣା ବିଷୟରେ ବର୍ତ୍ତମାନ ଓଡ଼ିଶାରେ କାହାକୁ ଅଛପା ନାହିଁ l ଝିଅଟିଏ କିପରି ତା ସିନ୍ଦୁର ପାଇଁ ନ୍ୟାୟ ପାଇବା ପାଇଁ ଲଢେଇ ଲଢ଼ିପାରେ ତାହାର ଉଦାହରଣ ଆମେ ତପସ୍ୱିନୀ ଙ୍କ ଠାରୁ ପାଇସାରିଛେ l

ତେବେ ଆପଣ ମଧ୍ୟ ସମସ୍ତେ ଜାଣିଛନ୍ତି ବହୁଚର୍ଚିତ ସୁଭାଶିଷ ଷଡ଼ଙ୍ଗୀଙ୍କୁ l ଯିଏ କି ସମସ୍ତଙ୍କୁ ନ୍ୟାୟ ଦେବାପାଇଁ ନିଜର ମୁଁହଁ ଖୋଲିଥାନ୍ତି ପ୍ରତି ମୁହୂର୍ତ୍ତରେ l

ବହୁତ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲା ମାନବ ପ୍ରେମୀ ଆଦିତ୍ୟ ଦାଶ ମୃ-ତ୍ୟୁ ମାମଲା ମମିତା ମୃ-ତ୍ୟୁ ମାମଲାରେ ଢାଲ ହୋଇ ଦୋଷୀ କୁ ବାହାରକୁ ଆଣିବାପାଇଁ ପୂର୍ଣ ରୂପେ ସହଯୋଗ କରିଥାନ୍ତି l ବର୍ତ୍ତମାନ ମୁଁହଁ ଖୋଲିଛିଜ ଅସହାୟ ତପସ୍ୱିନୀ ଙ୍କ ବିଷୟରେ l

ସୁଭାଶିଷ ଙ୍କ କହିବା ଅନୁଯାଇ ରଘୁନାଥ ମହାନ୍ତି ଙ୍କ ଯଦି ପଦବୀ ନିଆଯାଇପାରିଲା ତେବେ ତୁରନ୍ତ ଡାକ୍ତର ଙ୍କ ଲାଇସେନ୍ସ ରଧ କରାଯିବ ଉଚିତ l ତାଙ୍କୁ କୌଣସି ଚିକିତ୍ସା କରିବାକୁ ଦିଆନଯିବା ଦରକାର ସରକାର ଚାକିରି କରିଛନ୍ତି ଯଦି ତାଙ୍କ ଦରମା ବନ୍ଦ କରିବା ଦରକାର 

ରଘୁନାଥ ମହାନ୍ତି ଙ୍କୁ ଯଦି ବିଜେଡି ବହିଷ୍କାର କରିପାରୁଛି ତେବେ ସୁମିତ ଙ୍କୁ ଚାକିରୀ ରୁ ଶତ ପ୍ରତିଶତ ବହିଷ୍କାର କରାଯିବା ଉଚିତ 

ତପସ୍ୱିନୀ ଙ୍କୁ ନ୍ୟାୟ ମିଳିବା ଉଚିତ ଦୀର୍ଘ ୫ ଦିନ ଘର ବାହାରେ ରହି ସଂଘର୍ଷ କରୁଥିବାର ଚିତ୍ର ସାରା ଓଡିଶା ବାସୀଙ୍କ ମନରେ ଶୋକାକୁଳ କରିଦେଇଛି ଏବଂ ସମସ୍ତେ ଚାଁହୁଚନ୍ତି ତପସ୍ୱିନୀ କିପରି ନ୍ୟାୟ ପାଆନ୍ତୁ ଏବଂ ଖୁସିରେ ରୁହନ୍ତୁ l

Leave a Reply

Your email address will not be published. Required fields are marked *