ଭୋ ଭୋ ହେଇ କାନ୍ଦିଲା gobind, mamita meher କେସ ରେ ନୂଆ ମୋଡ଼..

No.63

ମମିତା ମେହେର ହ-ତ୍ୟା ମାମଲାରେ ଘୁଞ୍ଚିଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କ ଜାମିନ ଶୁଣାଣି।କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମମିତାଙ୍କ ହ-ତ୍ୟା ରେ ଗିରଫ ହୋଇ କଣ୍ଟା ବାଞ୍ଜୀ ବିଚାର ବିଭାଗୀୟ ଥିବା ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଥିଲା। ସରକାରୀ ଓକିଲ ଙ୍କୁ ପୋଲିସ ଦେଇଥିବା କେସଟି କୁ ଭଲ ରେ ପଢିବା ପାଇଁ ୧୫ ଦିନ ମାଗିଥିଲେ।

କଣ୍ଟାବାଞ୍ଜି ଏଡିଜେ ସରକାରୀ ଓକିଲଙ୍କୁ ୭ ଦିନ ର ସମୟ ଦେଇଛନ୍ତି,ପରବର୍ତ୍ତୀ ଜାମିନ ଆବେଦନର ଶୁଣାଣି ୨୧ତାରିଖ କୁ ଧାର୍ଯ୍ୟ କରାଯାଇଛି।ବର୍ତ୍ତମାନ ଗୋବିନ୍ଦ ସାହୁ ଓ ତାଙ୍କ ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟାବାଞ୍ଜୀ ବିଚାର ବିଭାଗୀୟ ରେ ଅଛନ୍ତି।ସରକାରୀ ଓକିଲଙ୍କୁ ଏହି କେସ ରେ ଭଲରେ ଯାଞ୍ଚ୍ କରିବା ପାଇଁ କହିଥିଲେ।

ସେ ମାନ୍ୟବର କୋର୍ଟଙ୍କୁ ଯେତିକି ଦିନର ସମୟ ମାଗିଥିଲେ।ତେଣୁ କୋର୍ଟ ସରକାର ଓକିଲଙ୍କୁ ୭ ଦିନର ସମୟ ଦେଇଛନ୍ତି।ଏବଂ ଏହାର ପରବର୍ତ୍ତୀ ଶୁଣାଣି ୨୧ ତାରିଖ ରେ ହେବ ବୋଲି କୁହାଯାଇଛି।କିନ୍ତୁ ଗୋବିନ୍ଦ ସାହୁଙ୍କ ଓକିଲ କହିଛନ୍ତି ପୋଲିସ ଠିକ ସମୟରେ ଯାଞ୍ଚ୍ କରି ନଥିବା ଯୋଗୁଁ ଆଜି ଗୋବିନ୍ଦ ସାହୁଙ୍କ ଶୁଣାଣି ହୋଇପାରିଲା ନାହିଁ।

ସରକାରୀ ଓକିଲ କହିଛନ୍ତି ପୋଲିସ ଯେତେବେଳେ ଚେକ୍ ଡାଏରୀ ଦେଇଛନ୍ତି ସେଇଟା ସରକାରୀ ଓକିଲ ଙ୍କ ପାଖରେ ଅଛି।ତାକୁ ଭଲରେ ପଢ଼ିବେ ଓ ଆଗାମୀ ଦିନ ରେ ଯେଉଁ ୨୧ ତାରିଖ ଦିଆଯାଇଛି ସେଦିନ ସେ ଉପସ୍ଥାପନ କରିବେ।ମାନ୍ୟବର କୋର୍ଟ ଯାହାବି ଘୋଷଣା କରିପାରନ୍ତି।

Leave a Comment

Your email address will not be published. Required fields are marked *

Scroll to Top