ରାଜ୍ୟ ଖବର

Pramod sahu ଙ୍କ ଘରୁ ବିଦାୟ ନେବେ Tapawini ଙ୍କୁ ଉଠାଇ ନବ police

ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ମାମଲାରେ ବର୍ତ୍ତମାନ୍ ସୁଦ୍ଧା କୌଣସି ନ୍ୟାୟ ପରିସ୍ଥିତି ଦେଖାଯାଇ ନାହିଁ । ତପସ୍ଵିନୀ ଙ୍କ ହଁ ହୋଇଥିବା ବେଳେ ସୁମିତ ଙ୍କ ନାହିଁ ।

ତେବେ ତପସ୍ୱିନୀ ସୁମିତ ଙ୍କ ବିବାଦ ମଝିରେ ଆସିଛି ହୋସ ଉଡେଇଦେଲା ଭଳି ଖବର । ଖବର ଟି ହେଉଛି ତପସ୍ୱିନୀ ଆଉ ଶଶୁର ଘରେ ରହିପାରିବେ ନାହିଁ ।

ଯେପରି ମହିଳା ମାନେ ତାଙ୍କୁ ଘରର ଗେଟ ଭାଙ୍ଗି ତାଙ୍କୁ ଘରେ ପ୍ରବେଶ କରିଥିଲେ । ଏହା ପରେ ଭିଡ଼କୁ ନିୟନ୍ତ୍ରଣ କରି ୧୪୪ ଧାରା ଲାଗୁ କରାଯାଇଥିଲା ।

ତେବେ ଏହିସବୁ ଘଟଣା ପୂର୍ବରୁ ତପସ୍ୱିନୀ କୋର୍ଟ ରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଥିରେ ତାଙ୍କୁ ଘରେ ରଖିବା ପାଇଁ ଅନୁମତି ଦିଆଯାଉ । ଏଵଂ ସେହି ପିଟିସନ ଟି ବର୍ତ୍ତମାନ୍ ଖାରଜ ହୋଇଛି ।

ତେବେ ଏହି କ୍ଷେତ୍ରରେ ପୋଲିସ ତାଙ୍କୁ କୋଉ ମୁହୂର୍ତ୍ତରେ ପ୍ରମୋଦ ସାହୁ ଙ୍କ ଘରୁ ଉଠାଇ ନେଇ ପାରେ । ତେବେ ବର୍ତ୍ତମାନ୍ ତାଙ୍କ ଥଇଥାନ କେଉଁଠି ହେବ କିଛି ଠିକ୍ ହୋଇପାରୁନାହିଁ । ସ୍ଵା

ସୁମିତ କୋଉଠି ଲୁଚି ଅଛନ୍ତି ତାହା କେହି ଜାଣିନାହାନ୍ତି । ସୁମିତ ସାମ୍ନାକୁ ଆସିବା ଦରକାର ବୋଲି ସମସ୍ତେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *