ଭାଇରାଲ ଭିଡିଓ

ଏମିତି ଚୋରି କେବେ ଦେଖି ନଥିିବେ ଖଣ୍ଡାରେ ବୃଦ୍ଧ ଙ୍କୁ ଆକ୍ରମଣ କରି ଲୁଟ କଲେ ଦୂର୍ବୁତ୍ତ CCTV footage ରେ ରେକର୍ଡ ହେଲା ଦୃଶ୍ୟ ଦେଖନ୍ତୁ ଭିଡିଓ

ଏମିତି ଚୋରି କେବେ ଦେଖି ନଥିବେ ବର୍ତ୍ତମାନ୍ ଯାହା ସାମ୍ନାକୁ ଆସିଛି ତାହା ଛାତି ଧଡକନ ବନ୍ଦ ହେଇଯିବ । ସମାଜରେ ବୃଦ୍ଧ ଏଵଂ ବୃଦ୍ଧା ମାନଙ୍କୁ ସବୁବେଳେ ସମ୍ମାନ ଦେଉଥିବାବେଳେ ବର୍ତ୍ତମାନ୍ ସାମ୍ନାକୁ ଆସିଛି ଏକ ଲଜ୍ୟା ଜନକ ଘଟଣା ।

ଜଣେ ବୃଦ୍ଧ ଙ୍କୁ ତାଙ୍କ ଦୋକାନ ରେ ପଶି ଖଣ୍ଡାରେ ଆକ୍ରମଣ କରି ତାଙ୍କଠୁ ଲୁଟି ନେଇଛନ୍ତି ସବୁ କିଛି । ସମୟ ସମୟରେ ବୃଦ୍ଧ ବିରୋଧ କରିବାରୁ ଖଣ୍ଡାରେ ହାଣି ଦେଉଛନ୍ତି ହାତ ପାପୁଲି ।

ତେବେ ମେଡ଼ିସିନ୍ ଦୋକାନରେ ଏପରି ଚୋରି ସ୍ଥାନୀୟ ବାସିନ୍ଦା ଙ୍କୁ ଭୟଭୀତ କରିଦେଇଛି ।

ବର୍ତ୍ତମାନ ମେଡ଼ିସିନ୍ ଦୋକାନରେ ଲାଗିଥିବା ଫୁଟେଜ କୁ ଲକ୍ଷ ରଖି ପୋଲିସ ନିଜର ତଦନ୍ତ ଜାରି ରଖିଛି । ଖୁବ୍ ଶୀଘ୍ର ଦୋଷୀ ଧରା ପଡ଼ିବ ବୋଲି ପୋଲିସ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *