ଯୁବତୀ ମାନଙ୍କୁ ଗାଳି ଗୁଲଜ କରି ଅସଭ୍ୟ ଭାଷା କହୁଛନ୍ତି ଏହି ଅସାମାଜିକ ଯୁବକ ରାତା ରାତି Video Viral

କଲେଜରେ ପାଠ ପଢୁଥିବା ବୟସରେ ଝିଅ ହେଉ କିମ୍ବା ପୁଅ ନିଜ ବନ୍ଧୁ ମାନଙ୍କ ସହ ବୁଲାବୁଲି କରିବା ସ୍ବାଭାବିକ କଥା । ଆଜିର ଭିଡିଓ ଟି ଠିକ୍ ସେହିପରି କଲେଜ ପାଖ ନଦୀ କୂଳରେ ଦୁଇ ଝିଅ ସାଙ୍ଗ ଏବଂ ଜଣେ ପୁରୁଷ ବନ୍ଧୁ ବୁଲାବୁଲି କରୁଥିଲେ ।

ଠିକ୍ ସେହି ସମୟରେ ସେହି ସ୍ଥାନର କିଛି ଅସାମାଜିକ ଯୁବକ ତାଙ୍କୁ ଘେରି ଗଲେ ଏବଂ ତାଙ୍କ ଭିଡିଓ କରିବାକୁ ଲାଗିଲେ । ଯାହା ଫଳରେ ଯୁବତୀ ଜଣଙ୍କ ଭୟଭୀତ ହୋଇଗଲେ ।

କେତେ ଗୋଡ ହାତ ଧରିଲେ କେତେ ନେହୁରା ହେଲେ ଏବଂ ପଚାରିଲେ କାହିଁକି ଭିଡିଓ କରୁଛ । କିନ୍ତୁ ବ୍ୟକ୍ତି ଜଣଙ୍କ ଶୁଣିବାର ନାହିଁ ଏକଦମ ଛାଡ଼ିବାକୁ ନାରାଜ । ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କୁ ଅସଭ୍ୟ ଗାଳି ଗୁଲଜ ମଧ୍ୟ କରିଥିଲେ ।

https://youtu.be/LzDM-5a0AOw

 

ଏହି କ୍ଷେତ୍ରରେ ପ୍ରଶ୍ନ ଉଠୁଛି ସମସ୍ତେ ସବୁ ଜାଗାରେ ବୁଲିବା ପାଇଁ ଅଧିକାର ଅଛି ତେବେ ଏହି କ୍ଷେତ୍ରର ତାଙ୍କର ବିନା ଅନୁମତି ରେ କାହିଁକି ଭିଡିଓ କରାଯାଇଥିଲା ଏବଂ ଭାଇରାଲ କରିଦେବାକୁ ଧମକ ମଧ୍ୟ କାହିଁକି ମିଳିଥିଲା । ଅସାମାଜିକ ଯୁବକ ମାନଙ୍କୁ ଆରେଷ୍ଟ କରିବାକୁ ଦାବି କରୁଛି ପ୍ରଶାସନ ଦେଖନ୍ତୁ ଏହି ଭିଡିଓ –

Leave a Comment

Your email address will not be published. Required fields are marked *

Scroll to Top