ରାଜ୍ୟ ଖବର

ଆଉ ଧାରଣା ରେ ବସିବେନି TAPASWINI ଖୋଲିଲା ବଡ ଗୁମର ଦେଖନ୍ତୁ Exclusive Video

ସୁମିତ ତପସ୍ୱିନୀ ଙ୍କ ଘଟଣାରେ ବର୍ତ୍ତମାନ୍ ପର୍ଯ୍ୟନ୍ତ କୌଣସି ଥୋର୍ ନ ମିଳିଥିବା ବେଳେ ତପସ୍ୱିନୀ ଙ୍କ କେସ କୁ ବନ୍ଦ କରିଛନ୍ତି କୋର୍ଟ । ଏବଂ ସେ ପ୍ରମୋଦ ସାହୁ ଙ୍କ ଘରେ ରହିବା ପାଇଁ ଅନୁମତି ମାଗିଥବା ବେଳେ କୋର୍ଟ ଏହାକୁ ଖାରଜ କରିଛନ୍ତି ।

ତପସ୍ଵିନୀ ବେଆଇନ ଭାବେ ତାଙ୍କ ଘରେ ପ୍ରବେଶ କରିଥିବା ବେଳେ ପୋଲିସ ତାଙ୍କୁ କୌଣସି ମୁହୂର୍ତ୍ତରେ ଉଠେଇ ଦେଇ ପାରେ । ତପସ୍ଵିନୀ ଙ୍କ ଓକିଲ ତପସ୍ୱିନୀ ଙ୍କୁ ମାସିକ କ୍ଷତି ପୂରଣ ୫୦୦୦୦ ଟଙ୍କା ଦେବାକୁ ଦାବି କରିଥିଲେ । ସୁମିତ ଙ୍କ ଦରମା ୧୫୦୦୦୦ ହୋଇଥିବା ବେଳେ ତାଙ୍କଠୁ ଏହି ଦାବି କରାଯାଇଥିଲା ।

ସୁମିତ ଓଡ଼ିଶା ବାହାରକୁ ଯିବାକୁ ଚାହୁଁଥିବା ବେଳେ ଆଉ ତପସ୍ୱିନୀ ଙ୍କ ସହ ଏକାଠି ରହିବାକୁ ଚାହୁଁ ନାହାନ୍ତି । ସୁମିତ ବର୍ତ୍ତମାନ୍ ସୁଦ୍ଧା ସାମ୍ନାକୁ ଆସୁନଥିବା ବେଳେ ତାଙ୍କୁ ୪ ତାରିଖ ଦିନ କୋର୍ଟ ରେ ପହଞ୍ଚିବା ପାଇଁ ଅର୍ଡର୍ ଦିଆଯାଇଛି ।

ଏହି ଥର ସୁମିତ ପହଞ୍ଚିବା ପାଇଁ ଅପେକ୍ଷା କରିଛନ୍ତି ତପସ୍ୱିନୀ । ଯାହା ବି ଭୁଲ ବୁଝାମଣା ହେଇଚି ତାଙ୍କ ସହ ସମାଧାନ କରିବାକୁ ଚାହୁଁଛନ୍ତି ତପସ୍ୱିନୀ । ଏ ସମ୍ପର୍କରେ ୪ ତାରିଖ ଦିନ ଶେଷ ନିଷ୍ପତି ଜଣାଯିବ ବୋଲ୍ ଆଶା ରଖା ଯାଇଛି ।

 

Leave a Reply

Your email address will not be published. Required fields are marked *