50 ହଜାର ଟଙ୍କା ପାଇଁ ଶଶୁର ଘରେ ବୋହୂ କୁ ଶେଷ କରିଦେଲେ, ଭିଡିଓ ହେଇଗଲା viral , ଦେଖନ୍ତୁ

ଯୌତୁକ ଲୋଭ ପାଇଁ ଶାଶୁଘର ଲୋକମାନେ ସବୁଦିନ ପାଇଁ ନୁଆବୋହୁ ରୁପାଲିଙ୍କୁ ଶୁଆଇ ଦେଇଛନ୍ତି।୫୦୦୦୦ ଟଙ୍କା ପାଇଁ ବଧୂହ-ତ୍ୟାର ଏଭଳି ଏକ ଘଟଣା ନିଆଳି ରୁ ଆସିଛି।ନିଆଳି ଥାନା ପୋଖରୀ ଗାଁ ରାଣୀ ପଡ଼ାରେ ଜଟାଧାରୀ ଦାସ ଙ୍କ ସାନ ପୁଅ ମନୋଜ ଙ୍କୁ ୨୦୧୮ ମସିହାରେ ବାହା ହୋଇଥିଲେ।

ବାହାଘରରେ ବର ଘର ଦାବି ମୁତାବକ ଦେଢ଼ ଲକ୍ଷ ଟଙ୍କା କହିଥିଲେ।୧ଲକ୍ଷ ଟଙ୍କା ଦେଇଥିଲେ,ଏବଂ୫୦୦୦୦ ଟଙ୍କା ଦେଇପାରିନଥିଲେ।ସେଥିପାଇଁ ଶାଶୁଘର ଲୋକେ ରୂପାଲି ଙ୍କ ଉପରେ ନି-ର୍ଯା-ତ-ନା ଦେଉଥିଲେ।ତାପରେ ବହୁତ୍ କଷ୍ଟ ପାଇବାରୁ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ।

କିନ୍ତୁ ୪ ମାସ ପରେ ବୁଝେଇକି ଆଣିଥିଲେ।କିନ୍ତୁ ପୁଣି ବାପ ଘରୁ ଟଙ୍କା ନ ଆଣିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ ଶାଶୁଘର ଲୋକ।ଏବଂ ସେହି ଧମକ ଏବେ ସତ ହୋଇଛି।ରୂପାଲି ଙ୍କ ଉପରେ ଶାଶୁଘର ଲୋକ ଜଟାଧାରୀ ଦାସ, ଶାଶୁ ସାରଳା ଦାସ,ଦେଢ଼ ସୁର ଜ୍ଞାନରଞ୍ଜନ, ଚିନ୍ମୟ ଦାସ।

https://youtu.be/2m09iIzLC6A

ସ୍ବାମୀ ମନୋଜ ଦାସ ତା ସହିତ ଯା ମାମୁନି ନି-ର୍ଯା-ତ-ନା ଦେଇ ଆସୁଥିବା ଅଭିଯୋଗରେ ଲେଖିଛନ୍ତି ମୃ-ତ ରୂପାଲି ଙ୍କ ପରିବାର ଲୋକେ।ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛନ୍ତି।ରୂପାଲି ଙ୍କୁ କିଭଳି ନି-ର୍ଯା-ତ-ନା ଦେଇଥିଲେ ସ୍ଥାନୀୟ ଲୋକମାନେ ଭିଡିଓ ମଧ୍ୟ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top