ସାମ୍ନା କୁ ଆସିଲା ତପୁ ମିଶ୍ର ଙ୍କ ଝିଅ କୁହୁ, ଦେଖନ୍ତୁ ଭିଡିଓ

ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ ଦୁଃଖଦାୟକ ଘଟଣା ଘଟିଛି। ନିକଟରେ ଅନେକ ଦୁଃଖ ଖବର ଶୁଣିବାକୁ ମିଳିଥିଲା। ଓଡିଆର ସ୍ଵନାମଧନ୍ଯ ଗାୟିକା ତପୁ ମିଶ୍ରଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା। ସେ ଗତ କିଛିଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

କିନ୍ତୁ ସେ କରୋନା ସହ ଲଢିବାରେ ପରାଜୟ ହେଲେ। କରୋନାରେ ତାଙ୍କର ମୃତ୍ୟୁ ହୋଇଗଲା। ତାଙ୍କର ଦେହାନ୍ତର କିଛିଦିନ ପୂର୍ବରୁ ତାଙ୍କର ବାପାଙ୍କର ମଧ୍ୟ କରୋନା ଯୋଗୁଁ ଦେହାନ୍ତ ହୋଇଥିଲା।

ତପୁ ମିଶ୍ରଙ୍କର ବିବାହ ୨୦୧୮ ମସିହାରେ ହୋଇଥିଲା। ତାଙ୍କର ସ୍ଵାମୀମଧ୍ୟ ଜଣେ ଅଭିନେତା। ଦୁହେଁ ପରସ୍ପରକୁ ବହୁତ ଭଲ ପାନ୍ତି। ନିକଟରେ ତାଙ୍କର ସ୍ଵାମୀ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ କରିଥିଲେ। ସେ ସେଥିରେ ତପୁଙ୍କର ଶେଷ ଜନ୍ମଦିନର କିଛି ଫୋଟ ସେୟାର କରି ତାଙ୍କୁ ମନେ ପକାଇ ଲେଖିଥିଲେ। ତପୁ ମିଶ୍ର ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ତଥା ଧାରାବାହିକରେ ଗୀତ ଗାଇଛନ୍ତି।

ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତପୁ ତାଙ୍କର ସାନ ଝିଅ ସହ ପୁରୀ ଯାଇଥିଲେ। ତପୁ କହିଲେ,” ଏ ହେଉଛି ତାଙ୍କର ସାନ ଝିଅ କୁହୁ ଅଟେ। ସେ କୁହୁକୁ ଯୁଆଡେ ଯାନ୍ତି ନିଜ ସାଥିରେ ନେଇ ଯାନ୍ତି। ପୁରୀର ପାଣିପାଗ ଭଲ ଥିଲା ଓ ସେ ନିଜେ ବହୁତ ଦିନ ଧରି ପୁରୀ ଯାଇନଥିଲେ, ସେଥିପାଇଁ ସେ ନିଜ ସାଥୀରେ କୁହୁକୁ ନେଇ ଯାଇଥିଲେ। ବାସ୍ତବରେ କୁହୁ ହେଉଛି ଡଲ।

ସେ ଏହି ଡଲକୁ ନିଜର ଝିଅ କରିଦେଇଛନ୍ତି। କୁହୁର ଏକ ବଡ ଭଉଣୀ ମଧ୍ୟ ଅଛି। ତାର ନାମ ପିହୁ ଅଟେ। ସେ ଘରେ ଅଛନ୍ତି। ଓ ତପୁ କୁହୁକୁ ନେଇ ବୁଲିବାକୁ ଆସିଛନ୍ତି। ସେମାନେ ପୁରୀକୁ ଆସିବାବେଳେ ରାସ୍ତାରେ ପଇଡ ପାଣି ମଧ୍ୟ ପିଇଥିଲେ।”

Leave a Comment

Your email address will not be published. Required fields are marked *

Scroll to Top