ରାଜ୍ୟ ଖବର

ଏକୁଟିଆ ଯାଉଥିଲେ ଏହି ଅଭିନେତ୍ରୀ, ଅଚାନକ ଆସିଗଲେ ୩ ଜଣ ଆଉ ତାପରେ…

ସମାଜ ବହୁତ ଆଗକୁ ଗଲାଣି । ସମସ୍ତେ ଆଧୁନିକ ହେବାକୁ ଇଚ୍ଛା କରୁଛନ୍ତି । ତେବେ ଏତେ ସବୁ ପରେ ମଧ୍ୟ କଣ ଝିଅ ମାନେ ସୁରକ୍ଷିତ ହେଇପାରିଛନ୍ତି କି ? କଣ ଏମିତି ହେଇଥିଲା ଓଡ଼ିଆ ସିରିଏଲ ଜଗତ ର ଜଣେ ଅଭିନେତ୍ରୀ ଙ୍କ ସହ । ଆସନ୍ତୁ ଜାଣିବା ସେ ସମ୍ପକିତ ଖବର ।

ସେ ସାଧାରଣ ଝିଅ ହେଇଥାନ୍ତୁ କି ଜଣା ଶୁଣା ମହିଳା । ରାତି ର ଅନ୍ଧାର ହେଇଥାଉ କିମ୍ଵା ଦିନ ହେଇଥାଉ ଝିଅ ମାନେ ସବୁବେଳେ ବିପଦ ର ସମୁଖୀନ ହେଇଥାନ୍ତି । ବହୁତ ପ୍ରକାର ଖବର ଆପଣ ମାନେ ଶୁଣୁଥିବେ ନିଶ୍ଚୟ । ତେବେ ସିରିଏଲ ରେ ଅଭିନୟ କରୁଥିବା ଝିଅ ଓ ମହିଳା ମାନେ ବହୁତ ରାତି ପର୍ଯ୍ୟନ୍ତ କାମ କରିଥାନ୍ତି ।

ବହୁତ ରାତିରେ ଶୁଟିଙ୍ଗ ରୁ ଘରକୁ ଆସିଥାନ୍ତି । ସେମିତି କାମ ସାରି ଘରକୁ ଫେରୁଥିଲେ । ଓଡ଼ିଆ ଟେଲିଭିଜନ ର ସିରିଏଲ ଅଭିନେତ୍ରୀ ଶ୍ରୀଲା ତ୍ରିପାଠୀ । ଘରକୁ ଫେରିବା ସମୟରେ ରାସ୍ତା ରେ କିଛି ଜଣ ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ସେ ଏହି କଥା କୁ ସୋସିଆଲ ମିଡ଼ିଆ ରେ କହିବା ସହ ଅଭିଯୋଗ ମଧ୍ୟ କରିଥିଲେ ।

ସେ ବହୁତ ଡରି ଯାଇଥିଲେ ଓ ଭଗବାନ ଙ୍କ ଦୟାରୁ ବଞ୍ଚି ଗଲେ ବୋଲି କହିଥିଲେ । ତେବେ ସେ କହିଛନ୍ତି ଏତେ ଡେରି ରେ ଆସିବା ବେଳେ ସବୁ ଅଭିନେତ୍ରୀ ଙ୍କ ସହ ଏମିତି ଜଣେ ଲୋକ ରହିବା ଦରକାର ଯିଏ ଏମିତି କିଛି ଅସୁବିଧା ରେ ସାହାଯ୍ୟ କରି ପାରିବ । ବହୁତ ଜଣ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ ସେ ସେହି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ତେବେ ଏହି ଭଳି କିଛି ଅସୁବିଧା ଆଉ କାହା ସହ ନ ହେବାପାଇଁ ଆଗରୁ ସତର୍କ ଓ ସୁରକ୍ଷିତ ହୋଇ କାର୍ଯ୍ୟ କରିବା ଦରକାର । ସମସ୍ତେ ନିଜ ସୁରକ୍ଷା କୁ ନଜର ରେ ରଖି କାମ କରିବା ଦରକାର ।

Leave a Reply

Your email address will not be published. Required fields are marked *