ରାଜ୍ୟ ଖବର

ହେଲା ଘୋଷଣା ଆଗକୁ ହେଇପାରେ ପୁଣି lockdown, ଏଥର omicron ପାଇଁ ନେବେ ପଦକ୍ଷେପ

ଓମିକ୍ରନ୍ ଭାଇରସ ହେଉଛି କରୋଣା ଭାଇରସର ଆଉ ଗୋଟେ ନୂଆ ରୂପ।ଯାହା ବହୁତ୍ ମାରାତ୍ମକ ହୋଇଛି।ଭାରତର ତୃତୀୟ ଲହର ଆଣିପରେ।ଏହାପାଇଁ ତୃତୀୟ ଥର ଲକ୍ ଡାଉନ୍ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।କିଛି ଦିନ ପୂର୍ବରୁ ହୋଇଥିବା କରୋନା ଭାଇରସ ଭାରତକୁ ଶ୍ମଶାନ ଘାଟ କରିଦେଇଥିଲା।

ଏହା ଦ୍ବାରା ଦେଖିବାକୁ ଲାଗୁଥିଲା ଯେ ପ୍ରକୃତି କେତେ ଭୟଙ୍କର ଓ ତାଣ୍ଡବ ରଚିପାରେ।କିନ୍ତୁ ଓମିକ୍ରନ କରୋନା ଠାରୁ ଛଅ ଗୁଣ ଶକ୍ତିଶାଳୀ ଅଟେ।ଏହା ଦ୍ବାରା ଚିକିତ୍ସା କରିବା ବହୁତ କଷ୍ଟ ସାଧ୍ୟ ମନେ ହେଉଛି।ଏହି ଭାଇରସ ଟି ନଭେମ୍ବର ୧୧ ରେ ୨୦୨୧ରେ ଦେଖା ଦେଇଥିଲା।

 

ଦକ୍ଷିଣ ଆଫ୍ରିକାରେ ଜଣେ ଲୋକଙ୍କ ଠୁ ଦେଖା ଯାଇଥିଲା।ଆଜି କି ୨୫ ଦିନ ଭିତରେ ଏବେ ୨୩ ଟି ଦେଶରେ ଦେଖା ଦେଲାଣି। ସରକରଙ୍କ ଗାଇଡ୍ ଲାଇନ୍ ଅନୁସାରେ,ଆଗକୁ ଲକ୍ ଡାଉନ୍ ହେବ ବୋଲି କୁହାଯାଉଛି।ଜାନୁଆରୀ ମାସ ଆଡ଼କୁ ପହିଲା ସପ୍ତାହ ଠାରେ ଲକ ଡାଉନ୍ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହି ଭାଇରସ ପାଇଁ ସରକାରଙ୍କୁ କଡ଼ା ନିୟମ ବାହାର କରିବାକୁ ପଡ଼ିବ।ଯଦି ଭ୍ୟାକସିନ୍‌ କେବଳ ଛୋଟ ଛୋଟ ରୋଗରୁ ବଞ୍ଚାଇପରିବ ,କିନ୍ତୁ ଓମିକ୍ରନ ପ୍ରଭାବରୁ ଲୋକମାନଙ୍କୁ ରକ୍ଷା କରି ପାରିବ ନାହିଁ ବୋଲି କୁହାଯାଉଛି।ଆସନ୍ତା ବର୍ଷ ୨୦୨୨ ଜାନୁଆରୀ ମାସରେ ଲକ୍ ଡାଉନ୍ ହେବା ପାଇଁ ନିଷ୍ପତି ନିଆ ଯାଇଛି।

Leave a Reply

Your email address will not be published. Required fields are marked *