ରାଜ୍ୟ ଖବର

Sumit ଙ୍କ ମୁଣ୍ଡ ଉପରେ ମନ୍ତ୍ରୀ ଙ୍କ ହାତ , ବଢୁଛି ରହସ୍ୟ

ସୁମିତ ଛୁଟି ନେଇଥିଲେ କାଲି ତାଙ୍କ ଅବଧି ସରିଛି,କିନ୍ତୁ ସେ ମେଲ୍ ମଧ୍ୟମରେ ନିଜ ହସ୍ପିଟାଲ କୁ ପଠେଇଛନ୍ତି କି ସେ ମା-ନ-ସି-କ ଭାବରେ ଅସୁସ୍ଥ ଅଛନ୍ତି।କାମ କରିପାରିବେ ନାହିଁ ,୨୨ ତାରିଖ ପର୍ଯ୍ୟନ୍ତ ଛୁଟି ନେବା ପାଇଁ ଆବେଦନ କରିଛନ୍ତି।ଯଦି ସିଦିଏମ୍ ଚାହିଁବେ ତାହେଲେ ଛୁଟି ମଞ୍ଜୁରୀ ଦିଆ ଯିବ ନହେଲେ ସୁମିତ ଙ୍କ ଚାକିରି ଯାଇପାରେ।

ଏବଂ ତପଶ୍ଵନି କହିଛନ୍ତି ଆମେ ଖୁସିରେ ଥିଲୁ ,କିନ୍ତୁ କାହିଁକି ସୁଖର ସଂସାର ଉପରେ କିଏ ପକେଇଲା ଦୃଷ୍ଟି।କୋର୍ଟରେ ନିର୍ଦ୍ଧେଶ ଥିଲା କାହା ସହିତ କଥା ହେବା ନାହିଁ,ସେହି ସମୟରେ ସୁମିତ କାହା ସହିତ କଥା ହେଲେ ତାପରେ ଏମିତି ହେଇଛି। କୋର୍ଟର ନିର୍ଦ୍ଧେଶ କୁ ସିଧସଳଖ ଅମାନ୍ୟ କରିଲେ ସୁମିତ।

ସୁମିତଙ୍କ ସହିତ ଜୋର୍ ଜବରଦସ୍ତି କରୁଛନ୍ତି ଆମ ୨ ଜଣଙ୍କୁ ଅଲଗା କରିବା ପାଇଁ ।ଏବଂ ଆଉ କହିଛନ୍ତି ସୁମିତଙ୍କ ବାପା ଓ ମା ଭଲପାଇ ବାହା ହୋଇଛନ୍ତି।ସେମାନେ ଯଦି ଖୁସିରେ ରହିପାରୁଛନ୍ତି,ତାହେଲେ ତପଶ୍ୱନି ଓ ସୁମିତ୍ କାଇଁ ରହିପାରିବେ ନାହିଁ।ତପସ୍ୱିନୀ କହୁଛନ୍ତି କେଉଁ ମନ୍ତ୍ରୀ ବା କେଉଁ ରାଜ ନେତା ଚାପ ପକାଉ କିନ୍ତୁ ସେ ରାସ୍ତାରେ ହାଟିବେ ନାହିଁ।

ଯିଏ ଗାଳି କରିଲେ ବି ସ୍ବାମୀଙ୍କ ପାଇଁ ଲଢ଼ିବି,ସ୍ବାମୀଙ୍କୁ ତାଙ୍କର କରି କି ହିଁ ରହିବେ।ମନ୍ତ୍ରୀଙ୍କ ନାମ ନେଉଛନ୍ତି ତାହେଲେ ମନ୍ତ୍ରୀଙ୍କ ସଂଶ୍ଳିଷ୍ଟ ରହିଛି।କିନ୍ତୁ କେଉଁ ମନ୍ତ୍ରୀ ଓ କାହିଁକି ସଂଶ୍ଳିଷ୍ଟ ଅଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।ସୁମିତ୍ ଙ୍କ ଚାକିରି ସିଡିଏମ୍ ମଞ୍ଜୁରୀ ନା ଦେଲେ ତାଙ୍କ ଚାକିରି ବି ଯାଇପାରେ ଏଥିପାଇଁ ବି ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *