ରାଜ୍ୟ ଖବର

ନିଜର ଓକିଲ ପରିବର୍ତ୍ତନ କରିଦେଲେ ତପସ୍ଵିନୀ, ନ୍ୟାୟ ଦେବାରେ ଅସନ୍ତୁଷ୍ଟ କଲେ ପୂର୍ବ ଓକିଲ..

ତପସ୍ଵିନୀ ନିଜକୁ ବୋହୂ ବୋଲି କହି ଶଶୁର ଘର ସାମ୍ନାରେ ଧାରଣା ରେ ବସିଛନ୍ତି। ତପସ୍ୱିନୀ ନିଜ ଜିଦ୍ ରେ ଅଟଳ ମଧ୍ୟ ରହିଥିଲେ।ଏହି ମାମଲାଟି ୨୭ ତାରିଖରେ କୋର୍ଟରେ ଶୁଣାଣି ହେବର ଥିଲା କିନ୍ତୁ ମାଜିଷ୍ଟ୍ରେଟ ନଥିବା କାରଣରୁ ଶୁଣାଣିକୁ ୨୯ ତାରିଖ ଯାଏଁ ଘୁଞ୍ଚାଇ ଦିଆ ଯାଇଛି।

ତପସ୍ୱିନୀ କହିଥିଲେ ତାଙ୍କର ପରିବାର ଅଛି ସେ କୁଆଡେ ଯିବେ ନାହିଁ ଯେତେ ଯାହା ହେଇଯାଉ ସେ ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ସେ ସେଇଠି ହିଁ ବସିବେ । ତପସ୍ଵନୀ ଜାଣିଥିଲେ ଯେ ଏହି ମାମଲାଟି ଏବେ ବି ଶୁଣାଣି ହେବ ନାହିଁ ।କାରଣ ୨୯ ରୁ ଆସିକି ୩୦ହେଲାଣି ଏଯାଏଁ କିଛି ବି ପଦକ୍ଷେପ ନିଆ ଯାଇ ନାହିଁ।

ତେଣୁ ତପସ୍ୱିନୀ କହିଛନ୍ତି ସାର୍ ଙ୍କୁ ଦେଖା କରିବା ପାଇଁ ଆସିଥିଲେ।ଯେହେତୁ ସେ ପ୍ରଥମ ଓକିଲ ପରିବର୍ତ୍ତନ କରି ଆଉ ଗୋଟେ ନୂଆ ଓକିଲ ନିଯୁକ୍ତି ପାଇଁ ଆବେଦନ କରିବାକୁ ଆସିଥିଲେ । ସାର୍ ଯାହା କରିବେ,ଏହି ବିଷୟରେ କାଲି ଶୁଣାଣି କରିବେ ଏଵଂ ତାଙ୍କୁ ଉଚିତ୍ ନ୍ୟାୟ ଦେବେ ବୋଲି ତପଶ୍ୱନି କହିଛନ୍ତି।

ସେ ବହୁତ୍ ଆଶା ଆଉ ଭରଷା ନେଇ ସାରଙ୍କ ପାଖକୁ ଆସିଥିଲେ ।ସେ କହିଛନ୍ତି ମତେ ଉଚିତ୍ ନ୍ୟାୟ ମିଳିବ ବୋଲି ଆଶା ରହିଛି।ଯାହା ଅଧିକାର ମାଗୁଛନ୍ତି । ତାଙ୍କ ସ୍ବାମୀଙ୍କ ପାଖରେ ରହିବାର ଅଛି ।ନିଶ୍ଚୟ ନ୍ୟାୟ ଦେବେ ବୋଲି ଆଶା ରଖିଛନ୍ତି ତପଶ୍ଵନି।

Leave a Reply

Your email address will not be published. Required fields are marked *