ଭାଇରାଲ ଭିଡିଓ

ଯୁବଗୋଷ୍ଠୀଙ୍କ ଏହା କେଉଁ ଭଳି ଟ୍ରେଣ୍ଡ୍ ? ହାତରେ ବନ୍ଧୁକ ଖଣ୍ଡ ଧରି କରୁଛନ୍ତି ଭିଡିଓ, ଦେଖନ୍ତୁ ଛାତି ଥରା ଭିଡ଼ିଓ

ଆଜିକାଲି ଯୁବପିଢି ବିପଥ ଗାମୀ ହେବାକୁ ଲାଗିଲେଣି, ଓଡ଼ିଶା ରେ ଅପରାଧ ଘଟଉଥିବା ବିଭିନ୍ନ ବର୍ଗ ର ଅପରାଧୀ ଙ୍କ ଭିତରେ ବେଶୀ ସଂଖ୍ୟା ରହୁଛ ଯୁବପିଢି ଆଉ ଛୋଟ ଛୋଟ ପିଲା ଙ୍କ ର, ବହି ଖାତା କଲମ ବଦଳ ରେ ଧରୁଚନ୍ତି ମଦ ସିଗାରେଟ ଆଉ ବନ୍ଧୁକ , ସୋସିଆଲ ମିଡ଼ିଆ ରେ ରାତା ରାତି ଷ୍ଟାର୍ ହେବା ନିଶା ହେଉ କିମ୍ବା ଲୋକ ଙ୍କୁ ଡରେଇ ବଟି ଆଦାୟ କରିବା ହେଉ ଏମାନଙ୍କ ପାଦୂର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି

KBN ଗ୍ୟାଙ୍ଗ ର ଚୋପା ବାହାର କଲାଣି ପୋଲିସ –

ନିକଟ ରେ ଭୁବନେଶ୍ୱର ର କେବିଏନ (KBN) ଗ୍ୟାଙ୍ଗ ଏମିତି କିଛି ଭିଡ଼ିଓ କରିଥିଲା ଆଉ ତା ସହ ସାଧାରଣ ଜନତା ଙ୍କ ମନ ରେ କୋକୁଆ ଭୟ ସୃଷ୍ଟି କରୁଥିଲା ଯାହା କୁ ନେଇ ଭୁବନେଶ୍ବର ପୋଲିସ ଏହା ଗୁରୁତର ଭାବେ ନେଇ ଗୋଟେ ପରେ ଗୋଟେ ଗ୍ୟାଙ୍ଗ ମେମ୍ବର ଙ୍କୁ ଗିରଫ କରୁଛି,

ତେବେ ଆହୁରି 23 ଜଣଙ୍କ ଙ୍କ ନାମ ରେ ମାମଲା ଦିଆ ହେଇଚି ଆଉ ଖୁବ୍ ଶୀଘ୍ର ସମ୍ପୂର୍ଣ ଗ୍ୟାଙ୍ଗ କୁ ପୋଲିସ ଗିରଫ କରିବ ବୋଲି ଆଇଆଇସି କହିଛନ୍ତି

କଟକ ରେ ଏମିତି ଭିଡିଓ ପୁଣି ହେଲାଣି ଭାଇରାଲ – 

ଗତକାଲି କଟକ ର ବିଭିନ୍ନ ସ୍ଥାନ ରୁ କିଛି ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଠି ଯୁବକ ମାନେ ହାତରେ ବନ୍ଧୁକ ଖଣ୍ଡା ଧରି ବିଭିନ୍ନ ଡାଇଲଗ ମାରି ନିଜକୁ କୌଣସି ହିରୋ ଠୁ କମ ଭାବୁ ନାହାନ୍ତି, ତେବେ ହିଟ ଲିଷ୍ଟ ରେ ଏମାନଙ୍କୁ ବି ସାମିଲ କରା ଯାଇଛି

ଏମାନେ ଏମିତି ଉତ୍ପାତ ହେଇକି କିଛି ଲାଭ ନାହିଁ , ଜେଲ ରେ ପୁରେଇ ଦୁଇ ପାହାର ଦେଇଦେଲେ ସାଇଜ ହେଇଯିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି,

ତେବେ ପୋଲିସ ଏମାନଙ୍କୁ କେବେ ଗିରଫ କରୁଚି ତାହା ଦେଖିବା ବାକି ରହିଲା…

 

Leave a Reply

Your email address will not be published. Required fields are marked *