ରାଜ୍ୟ ଖବରଭାଇରାଲ ଭିଡିଓ

ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କୁ ଦେଲେ ଖୁସି ଖବର, ଜାଣନ୍ତୁ ସେ କଣ କହିଲେ

ଆପଣ ମାନେ ସମସ୍ତେ ଫିଲ୍ମ୍ ଦେଖିବାକୁ ଭଲ ପାଉଥିବେ । ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ବହୁତ ଅଭିନେତା ଓ ଅଭିନେତ୍ରୀ ମାନକୁ ଆପଣ ମାନେ ଜାଣିଥାନ୍ତି । ଵିଶେଷ କରି ଯେଉଁ କଳାକାର ମାନଙ୍କ ଅଭିନୟ ଦର୍ଶକ ମାନଙ୍କ ମନକୁ ଛୁଇଁ ଥାଏ ତାଙ୍କୁ ସମସ୍ତେ ମନ ରଖିଥାନ୍ତି । ଆସନ୍ତୁ ସେମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା ।

ଫିଲ୍ମ ରେ ବହୁତ ଭଲ ଭଲ ଚରିତ୍ର କରି ବହୁତ ସଫଳତା ପାଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ସନସ୍ତେ ତାଙ୍କୁ ଜାଣିଥିବେ । ଚଳଚ୍ଚିତ୍ର ଦୁନିଆ ର ସୁପରହିଟ ହିରୋ ଅନୁଭବ ଙ୍କୁ ବିବାହ କରିଥିଲେ ବର୍ଷା । ତେବେ ତାଙ୍କ ପାରିବାରିକ ଵିଷୟ ରେ ସବୁବେଳେ ଚର୍ଚ୍ଚା ରହି ଆସିଛି ।

ବହୁତ ଜଣ ବର୍ଷା ଙ୍କ ଅଭିନୟ କୁ ପସନ୍ଦ କରୁଥିବା ଦର୍ଶକ ତାଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ । ତେବେ ଆଗକୁ ଆସୁଛି ବର୍ଷା ଙ୍କ ନୂଆ ଫିଲ୍ମ ବିଜୟିନୀ । ଏହି ଖବର ଶୁଣି ବର୍ଷା ଙ୍କୁ ଭଲ ପାଉଥିବା ଦର୍ଶକ ନିଶ୍ଚୟ ଖୁସି ହଉଥିବେ । ବର୍ଷା ସବୁବେଳେ ବହୁତ ଭଲ ଭଲ ଅଭିନୟ କରି ଲୋକ ଙ୍କ ମନ କିଣିଥାନ୍ତି । ଅନୁଭବ ଓ ବର୍ଷା ଙ୍କ ଯୋଡି ସବୁବେଳେ ପସନ୍ଦ କରିଛନ୍ତି ଦର୍ଶକ । ବର୍ଷା ଙ୍କ ନିଚ୍ଛକ ଅଭିନୟ , ନାଚ ଆଦି ସମସ୍ତ ଗୁଣ ରେ ବର୍ଷା ନିଜର ପରିଦର୍ଶିତା ଦେଖେଇଛନ୍ତି । ସବୁ ଦର୍ଶକ ମଧ୍ୟ ତାଙ୍କୁ ପସନ୍ଦ କରିଥାନ୍ତି ।

ବିବାହ ପରେ ସବିବେଳେ ଚର୍ଚ୍ଚା ରେ ରହୁଥିଲେ ସେ। ତେବେ ତାଙ୍କ ଚଳଚ୍ଚିତ୍ର କୁ ସମସ୍ତେ ଅପେକ୍ଷା କରୁଥିଲେ । ଏବେ ତାଙ୍କ ର ଆସୁଥିବା ନୂଆ ଫିଲ୍ମ କୁ କେତେ ଲୋକ ପସନ୍ଦ କରୁଛନ୍ତି କି ନାହିଁ ,ଆଗ ଭଳି ବର୍ଷା ଙ୍କ ଅଭିନୟ ସେତିକି ଜୀବନ୍ତ ହେଇପାରୁଛି କି ନାହିଁ ସେହି ଅପେକ୍ଷା କରିଛନ୍ତି ସମସ୍ତେ ।

Leave a Reply

Your email address will not be published. Required fields are marked *