High Court କହିଲେ ଏଥର ମହିଳା ମାନେ ଘର କାମ ନ କଲେ ବି ଚଳିବ

ଜଣେ ନାରୀ ବାହାଘର ପୂର୍ବରୁ ଘରର ସବୁ କାମ କରିଥାଏ ଏବଂ ବାହା ହୋଇ ଯେତେବେଳେ ଶାଶୁ ଘର ଯାଇଥାଏ ସେଠି ବି ସବୁ କାମ କରିଥାଏ।ଘର ଓ ଶାଶୂ ଘର ଲୋକଙ୍କ ଦାୟିତ୍ଵ ନେଇଥାଏ।

କେବେଠୁ ଏହି ପ୍ରଥା ଚାଲିଆସିଛି।ଘରର ପୁଅ କାମ କରି ପଇସା ଆଣିଥାଏ ଓ ଜଣେ ନାରୀ ଘରର ସବୁ କାମ ବହନ କରିଥାଏ।

ଆଜି କା ସମାଜରେ ଝିଅ ମାନେ ପୁଅ ମାନଙ୍କ ଠୁ ବି ଅଧିକ ପାଠ ପଢ଼ୁଛନ୍ତି।ଭଲ ଭଲ ଚାକିରି ମଧ୍ୟ କରୁଛନ୍ତି।ପୁଅ ଓ ଝିଅ ଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଛନ୍ତି।ଅଧିକ ପାଠୁଆ ହୋଇଥିଲେ ମଧ୍ୟ କେତେକ ମହିଳା କିଛି କାମ ନ କରି ଘରେ ହିଁ ରହୁଛନ୍ତି।ବହୁ ସମୟରେ ମହିଳାମାନେ ନି-ର୍ଯା-ତ-ନା ,ଅ-ତ୍ୟା-ଚା-ର ରେ ସମ୍ମୁଖୀନ ହୋଇଥିବାର ଆପଣମାନେ ଜାଣିଥିବେ।

ବମ୍ବେ ରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହାମର୍ ରେ ମୁଣ୍ଡକୁ ପିଟି ହ-ତ୍ୟା କରିଛନ୍ତି।ଏହି ବିଷୟରେ ବମ୍ବେ କୋର୍ଟରେ ମାମଲା ରୁଜୁ ମଧ୍ୟ କରାଯାଇଛି।ମହିଳା ଜଣଙ୍କର ଦେହ ଖରାପ ଥିବାରୁ ସ୍ବାମୀଙ୍କୁ ନିଜେ ଚା କରି ପିଇବା ପାଇଁ କହିଥିଲେ।କିନ୍ତୁ ଏତିକି ରେ ସ୍ବାମୀ ରାଗିଯାଇ ସ୍ତ୍ରୀ ଙ୍କୁ ହାମର ରେ ମୁଣ୍ଡ କୁ ପିଟି ଦେଇଥିଲେ।

ଯାହାଫଳରେ ମହିଳାଙ୍କ ର ମୃ-ତ୍ୟୁ ହୋଇଥିଲା।କୋର୍ଟରେ ଜର୍ଜ କହିଛନ୍ତି ଯେ ଆମ ସମାଜରେ ନାରୀର ଗୋଟେ ଉଚ୍ଚ ସ୍ଥାନ ରହିଛି।ସମାଜକୁ ଆଗକୁ ନେବା ପାଇଁ ନାରୀ ଓ ପୁରୁଷଙ୍କ ର ସମାନ ଅଧିକାର ରହିଛି।ଯଦି କୌଣସି ପୁଅ ଏହିଭଳି ମହିଳାଙ୍କ ଉପରେ ଅତ୍ୟାଚାର କରିଥାଏ ତାହେଲେ ଏହା ଆଇନ୍ ବିରୋଧ ହୋଇଥାଏ।

Leave a Comment

Your email address will not be published. Required fields are marked *

Scroll to Top