ରାଜ୍ୟ ଖବର

Viral Audio sumit – ଶେଷରେ ସମ୍ନାକୁ ଆସିଲେ Dr Sumit ସଫେଇ ଦେଇ କହିଲେ ଏମିତି କଥା ତପସ୍ୱିନୀ ଙ୍କୁ ନ୍ୟାୟ ମିଳିବ ତ ?

ଗତ କିଛଦିନ ହେବ ସୁମିତ ଫେରାର ହୋଇଯାଇଥିଲେ।କିନ୍ତୁ ଡାକ୍ତର ସୁମିତ ସାହୁ କଣ କହିଛନ୍ତି ଜାଣନ୍ତୁ।ସୁମିତ କହିଛନ୍ତି ଯେ ମା-ନ-ସି-କ ଭାବେ ପୁରା ଅସୁସ୍ଥ ଅଛନ୍ତି।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ରେଷ୍ଟ୍ ନେଉଛନ୍ତି।

କିଡ୍ନାପ୍ ହୋଇଛନ୍ତି, ମିଶିଙ୍ଗ ଅଛନ୍ତି,ଏସବୁ ମିଛ କଥା। ତପଶ୍ୱନି ମୋର ଆହୁରି ମା-ନ-ସି-କ ଚିନ୍ତା ବଢ଼ାଉଛି।ଅସୁସ୍ଥତା ଭିତରେ ବି ସେ ତାଙ୍କ ସାଙ୍ଗକୁ କହି ଘର ମଧ୍ୟ ଖୋଜୁଛନ୍ତି।ଏବଂ ଆଶା ରଖିଛନ୍ତି ଶୀଘ୍ର ମିଳିବ ବୋଲି।

ଯେଉଁ କଥା ଶୁଣିଛନ୍ତି ତାହା ସବୁ ମିଛ।କେବଳ ତପଶ୍ୱନି ମତେ ତଳେ ପକେଇବା ପାଇଁ ଅପଚେଷ୍ଟା ଚଲେଇଛନ୍ତି।ଯେହେତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ ତାଙ୍କ ଉପସ୍ଥିତିରେ ବିଶ୍ରାମ ନେବା ଟା ଅସମ୍ଭବ ମନେ କରିଲେ।

ସେଥିପାଇଁ ଆବଶ୍ୟକ ଅନୁଯାଇ ବିଶ୍ରାମ ନେଲେ।୭ ଦିନ ରହିବା ଭିତରେ ସଂପର୍କ କିଛି ବି ଆଗକୁ ବଢିନି।କିଛି ବି ଠିକ ହୋଇ ନାହିଁ।ଯାହାବି ଅସୁବିଧା ଫେସ୍ କରିଛନ୍ତି ତପଶ୍ୱନି ଯୋଗୁ ସେ ସବୁ ଆଇଆଇସି ଆସ୍କା ଦ୍ଵାରା ସୁମିତ ଜଣେଇଛନ୍ତି ।

ତପଶ୍ୱନି ଯାହା କହିଛନ୍ତି ଲାଇଫ ବର୍ବାଦ୍ କରିଦେଲି,ଆହୁରି କରି ଚାଲିଛନ୍ତି,ଏସବୁ ମିଛ କଥା ଖାଲି ଲୋକମାନଙ୍କ ସିମ୍ପତି ପାଇବା ପାଇଁ କରୁଛନ୍ତି।ମତେ ଓ ମୋ ପରିବାରକୁ ମିଡ଼ିଆ ସାମ୍ନାରେ ଖରାପ କରିବାକୁ ଚାହୁଁଛନ୍ତି।

ଆମ ଲାଇଫ ଓ ପେଷ୍ଟିଜ୍ ନଷ୍ଟ କରିବା ପାଇଁ ଏସବୁ କରୁଛନ୍ତି।ଏବଂ ତପଶ୍ୱନି ଙ୍କୁ ଅନୁରୋଧ କରୁଛନ୍ତି ମିଡ଼ିଆ ସାମ୍ନାରେ,ଲୋକଙ୍କ ସାମ୍ନାରେ ସାଳିନତା ରଖନ୍ତୁ।

ଡାଇରିଆ ହେଉ କି ମ୍ୟାଲେରିଆ ସେଇଟା ମୋ ଡାକ୍ତର ବୁଝୁଛନ୍ତି।ବେଶି ଚିନ୍ତା କରିବା ଦରକାର ନାହିଁ। ତପଶ୍ୱନି ନିଜକୁ ଏତେ ପାଠୁଆ କହୁଛନ୍ତି,ତେଣୁ ସ୍ବାସ୍ଥ୍ୟ ଉପରେ ଏମିତି କହିବା ଟା ଠିକ ନୁହେଁ।

ଏବଂ ଶେଷରେ କହିଛନ୍ତି ବିନା କାରଣରେ ମିଡ଼ିଆ ସାମ୍ନାରେ ଅପମାନ କରିବା,ମାନହାନି କରିବା ଟା କେତେ ଦୂର ଠିକ ତପଶ୍ଵନି ନିଜେ ବୁଝିପାରନ୍ତୁ।

Leave a Reply

Your email address will not be published. Required fields are marked *