ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ରାତାରାତି ମାଲାମାଲ କରିଦେବ ଏହି ଘରୋଇ ଉପାୟ, ଆପଣ ଗୋଟିଏ ମାସ ଭିତରେ ହୋଇଯିବେ ଧୋନି

ମଣିଷ ଜୀବନରେ ଧନ ସବୁଠୁ ଅଧିକ ହୋଇଥାଏ । ସେ ସମସ୍ତ ଧାନ ପ୍ରାପ୍ତି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାଏ । ଯଦି ବ୍ୟକ୍ତି ପାଖରେ ଧନ ଅଛି ତେବେ ତାଙ୍କୁ ଇଜ୍ଜତ ମିଳିଥାଏ ନହେଲେ ବେଳେବେଳେ ବେଜିତ ହେବାକୁ ପାଇଥାଏ | ଯଦି ଆପଣଙ୍କ ପାଖରେ ଧାନ ପର୍ଯ୍ୟାପ୍ତ ପରିମାଣରେ ନଥାଏ ତେବେ ଆପଣଙ୍କୁ ସମାଜରେ କେବେ ବି ସମ୍ମାନ ମିଳି ନଥାଏ | ଆମ ସମାଜରେ ଯେଉଁ ବ୍ୟକ୍ତି ଯେତେ ଧନୀ ହୋଇଥାଏ ତାଙ୍କୁ ସେତେ ଅଧିକ ପରିମାଣରେ ସମ୍ମାନ ଦିଆଯାଇଥିଏ | ତେଣୁ ଲୋକ ମାନେ ସବୁ ବେଳେ ଭଗବାନଙ୍କୁ ଅଧିକ ରୁ ଅଧିକ ଧନ ଦେବାକୁ କାମନା କରିଥାନ୍ତି | କାହିଁକି ନ ଧନର ଅଭାବରେ ଧର୍ମ କରିବା ବି ସମ୍ଭବ ହୋଇନଥାଏ | ଯଦି ଆପଣ ବି ଧନକୁ ଧର୍ମ କାମରେ ଲଗାଇବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ଆପଣଙ୍କ ହିତ ପାଇଁ ଲଗାଉଛନ୍ତି | ତେବେ ଆସନ୍ତୁ ଆଜି ଏମିତି କିଛି ଉପାୟ ବିଷୟରେ ଆମେ ଜାଣିବା ଯାହା ଦ୍ୱାରା ଆପଣ ଖୁବ ଶୀଘ୍ର ଧନଵାନ ହୋଇ ପାରିବେ |

ଏହି ଉପାୟ କେବେ ବି ପ୍ରଭାବ ହୀନ ହୋଇନଥାଏ | କିନ୍ତୁ ବିଶ୍ୱାସ ନଥିଲେ କୌଣସି ଉପାୟ ତାର ପ୍ରଭାବ ଦେଖାଇ ନଥାଏ | ଯେତେବେଳେ ବି ଆପଣ ଧନଵାନ ହେବାକୁ କୌଣସି ଉପାୟ କରନ୍ତି ତେବେ ତାହା ଲୁଚେଇକି କରନ୍ତୁ | ଏହା ବିଷୟରେ ଆପଣ କାହାକୁ ବି କୁହନ୍ତୁ ନାହିଁ ଏମିତି କି ନିଜ ପାର୍ଟନର କୁ ବି ନୁହଁ | ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଏହା ଆପଣ ଆପଣଙ୍କ ସାଙ୍ଗକୁ ମଧ୍ୟ କୁହନ୍ତୁ ନାହିଁ | ତେବେ ଯାଇ ଏହି ଉପାୟ ତାହାର ପ୍ରଭାବ ଦେଖାଇବ |

ଧନ ପ୍ରାପ୍ତି ପାଇଁ କରୁଥିବା ଉପାୟରେ ପ୍ରଥମେ ଆପଣ ୨୧ ଟି ନାଲି କଞ୍ଚା ଲଙ୍କା ନିଅନ୍ତୁ | ଏହାକୁ ମାଳ କରି ଶନିବାର କିମ୍ବା ମଙ୍ଗଳ ବାର ଦିନ ଅଶ୍ୱସ୍ଥ କିମ୍ବା ଆମ୍ବ ଗଛ ମୂଳରେ ରଖି ଦେଇ ଆସନ୍ତୁ | ଏହି ମଲା କୁ ସେଠି ରଖିଲା ବେଳେ ଆପଣ ମନରେ କେବଳ ଗୋଟିଏ ପ୍ରାର୍ଥନା କରନ୍ତୁ ଯେ ଆପଣ ମୋ ଗରିବୀକୁ ଦୂର କରନ୍ତୁ | ଆମର ଦରିଦ୍ରତାକୁ ନାଶ କରନ୍ତୁ | ନାଲି ଲଙ୍କାର ଉପାୟ କେବେ ବି ବ୍ୟର୍ଥ ଯାଏ ନାହିଁ |

ଏହାସହ ଯାଇ କୌଣସି ଛୁଆକୁ ନଜର ଲାଗିଯାଇଥାଏ ତ ଏବେ ବି ଗ୍ରାମାଞ୍ଚଳରେ ଜେଜେମା ମାନେ ଏହି ଉପାୟ କୁ ଆପଣେଇଥାନ୍ତି |

ଯଦି ମଙ୍ଗଳ ଦୋଷ କରନ୍ତୁ ରୁ ଋଣ ଭରା ଆପଣଙ୍କ ମୁଣ୍ଡ ଉପରେ ବଢି ଯାଇଛି | ତ ଆପଣ ଏହି ନାଲି ଲଙ୍କା ଉପାୟକୁ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ମୁଣ୍ଡ ଉପରେ ଥିବା ଋଣଭରା ତୁରନ୍ତ ସମାପ୍ତ ହୋଇଯିବ | ଏହି ଉପାୟ ସମସ୍ତ ପ୍ରକାର ସମସ୍ୟାକୁ ଦୂର କରିଥାଏ ଓ ଆପଣଙ୍କ ଘର ଧନଧାନ୍ୟରେ ପୁରାଣ ହୋଇଯିବ |

ଏହାସହ ଆପଣଙ୍କ ମୋନି ପର୍ସରେ ସବୁବେଳେ ଗୋଟିଏ ମୟୁରର ପର ରଖନ୍ତୁ | ଏହା କରିବା ଦ୍ୱାରା ବିଦ୍ୟାରେ ଓ ଧନରେ ବୃଦ୍ଧି ହୋଇଥାଏ | ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ |

ନାଲି ରଙ୍ଗର କାଗଜ ଖଣ୍ଡ ଆପଣଙ୍କ ମୋନି ପର୍ସରେ ଆପଣ ନିଶ୍ଚିତ ରଖନ୍ତୁ | ଏହା କରିବା ଦ୍ୱାରା ହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ | ଏହା ସଂଗେ ସଂଗେ ମଂଗଳଦେବ ଓ ସୁର୍ୟୋଦେବଙ୍କ କୃପା ମଧ୍ୟ ହୋଇଥାଏ | ଏହାସହ ଆପଣ ଧନଵାନ ବି ହୋଇଯିବେ |

Leave a Reply

Your email address will not be published. Required fields are marked *