ସୁର ଭାଇ ନିଜ ପତ୍ନୀ ଙ୍କ ସହ କରିଥିବା ଏଇ ମ୍ୟୁଜିକ୍ ଭିଡିଓ ଏବେ ସାରା ଓଡ଼ିଶା ରେ ଚହଳ ପକେଇଛି, ଦେଖନ୍ତୁ ଭିଡିଓ

ସୁର ରାଉତରାୟ ଙ୍କୁ କିଏ ବା ନ ଜାଣେ , ନିଜର କଥା କହିବା ଶୈଳୀ ଆଉ ନିଜର ସିଧା କଥା ର ଢ଼ଙ୍ଗି କୁ ନେଇ ସବୁ ବେଳେ ସେ ଚର୍ଚ୍ଚା ରେ ରହି ଆସୁଛନ୍ତି, ଯେତେବେଳେ ବି କିଛି ନା କିଛି ଘଟଣା ଓଡ଼ିଶା ରେ ଘଟେ ସେତେବେଳେ ମିଡ଼ିଆ ଖୋଜେ ସୁର ଭାଇ ଙ୍କୁ..

ସୁର ଭାଇ ଙ୍କ ବୟାନ ବାଜି ସବୁ ବେଳେ ଲୋକପ୍ରିୟ, ତେବେ ଗତ କାଲି ସୁର ଭାଇ ଗୋଟେ ସଙ୍ଗୀତ ରେ ଆସି ଚର୍ଚ୍ଚା କୁ ଆସି ଯାଇଛନ୍ତି

ମ୍ୟୁଜିକ ଭିଡିଓ ରେ କେବଳ ସୁର ନୁହନ୍ତି ତାଙ୍କ ଧର୍ମପତ୍ନୀ ମଧ୍ୟ ଅଛନ୍ତି ଆଉ ମିଶା ମିଶି ଏଇ ଗୀତ ରେ ସୁର ଙ୍କ ଆଉ ତାଙ୍କ ପତ୍ନୀ ଙ୍କ ଭଲ ପାଇବା ଅତି ସୁନ୍ଦର ଭାବେ ଦେଖ ଯାଇଛି

ସୁର ଭାଇ ଭଲ ରଙ୍ଗିଲା ଅନ୍ଦାଜ ରେ ଏଇ ଗୀତ ରେ ଅଭିନୟ କରିଛନ୍ତି ଆଉ ପତ୍ନୀ ମଧ୍ୟ ଭରପୁର ସହଯୋଗ କରିଛନ୍ତି, ତେବେ ଏଇ ଗୀତ ଏଇ ପର୍ଯ୍ୟନ୍ତ ୩ ଲକ୍ଷ ଲୋକ ଦେଖିଛନ୍ତି ଆଉ ଏବେ ବି ଦେଖୁଚନ୍ତି

ଆପଣ ବି ଦେଖନ୍ତୁ ଏଇ ଭିଡିଓ

ଆପଣ ଙ୍କୁ ଏହି ଗୀତ କେମିତି ଲାଗିଲା ଆମକୁ ନିଶ୍ଚୟ ଲେଖିକି ଜଣେଇବେ,

 

 

Leave a Comment

Your email address will not be published. Required fields are marked *

Scroll to Top