ଆର୍ଯ୍ୟାନ୍ ଘରକୁ ଆସିଲା ପରେ ମା ଗୌରୀ ମୁଣ୍ଡ ରେ ହାତ ରଖି ଶପଥ କରାଇଲେ କି ପୁଅ ଆଉ କେବେ ଡ୍ରଗ୍ସ ନେବୁନି…

ଆର୍ଯ୍ୟନ ଖାନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗୌରୀଙ୍କ ପୁଅ ଶାହରୁଖ ଖାନ ବର୍ତ୍ତମାନ ମନ୍ନତରେ ପହଞ୍ଚିଛନ୍ତି। କାଲି ସକାଳେ ଆର୍ଯ୍ୟନ୍ ଖାନଙ୍କୁ ଜେଲରୁ ମୁକ୍ତ କରିବାର ପ୍ରକ୍ରିୟା ଶେଷ ହୋଇଥିଲା। ପୁଅକୁ ନେବା ପାଇଁ SRK ଜେଲରେ ପହଞ୍ଚିଥିଲେ

ଦୀର୍ଘ ୨୩ ଦିନ ପରେ ଶାହରୁଖ ନିଜ ପୁଅ କୁ ଦେଖି କାନ୍ଦି ପକାଇଥିଲେ, ପରେ ମା ଗୌରୀ ଫୋନ୍ ଯୋଗେ ପୁଅ ସହ କଥା ହେଇଥିଲେ,

ତାପରେ ବାପ ପୁଅ ଗୋଟେ ଗାଡ଼ି ରେ ବସି ଘର ଅଭିମୁଖେ ବାହାରିଥିଲେ ଆଉ ବାଟରେ ସାମ୍ବାଦିକ ଙ୍କ କ୍ୟାମେରା ଠୁ ଦୂରେଇ ଦୂରେଇ ଆସୁଥିବା ନଜିର ଆସୁଥିଲା, ତେବେ ମନ୍ନତ ରେ ପହଞ୍ଚିବ ପରେ ମା ଗୌରି ପୁଅ କୁ କ୍ଷୀରି ଖୁଆଇ ପାଛୋଟି ନେଇଥିଲେ

ତାପରେ ଆର୍ଯ୍ୟାନ୍ ଙ୍କ ସହ ଶାହରୁଖ ବି ଗୃହ ପ୍ରବେଶ କରିଥିଲେ, ମା ଗୌରୀ ନିଜ ମୁଣ୍ଡ ଉପରେ ହାତ ଥୋଇ ପୁଅ କୁ ଆଉ କେବେ ଡ୍ରଗ୍ସ ନ ନେବାକୁ ଶପଥ କରାଇଥିଲେ, ଆଉ ଜେଲ ରୁ ବାହାରିବା ବେଳେ ଅଭିନେତ୍ରୀ ଜୁହି ଚାୱଲା ବି ଦସ୍ତଖତ କରି ସାକ୍ଷୀ ପଡ଼ିଥିଲେ କି ଆର୍ଯ୍ୟାନ୍ ଦେଶ ବାହାର କୁ ଯିବେନି ବୋଲି

ତେବେ ଦୀର୍ଘ ୨୧ ଦିନ ଜେଲ ରହଣି ରେ ଆର୍ଯ୍ୟାନ୍ ଙ୍କ ହାବଭାବ ରେ ପରିବର୍ତନ ନଜିର ଆସୁଚି ସେ ଆସିଲା ବେଳେ ଗୀତା ବହି ଆଣି ଆସିଥିଲେ, ଆଉ ବହୁତ୍ ଶାନ୍ତ ଭାବେ ରହୁଥିବା ଦେଖିବାକୁ ମିଳୁଥିଲା, ଆଶା ଆର୍ଯ୍ୟାନ୍ ଏବେ ପରିବର୍ତ୍ତନ ହେଇ ଯାଇଥିବେ

Leave a Comment

Your email address will not be published. Required fields are marked *

Scroll to Top