ଭାଇରାଲ ଭିଡିଓ

Traffic signal ରେଡ ଥିବାବେଳେ ଯୁବତୀ ରାସ୍ତା ଉପରେ ଆସି କରିଦେଲେ ଏମିତି କାମ ରାତା ରାତି ହେଇଗଲା video viral ସମସ୍ତେ କହିଲେ ଛି ଛି… ଶେଷରେ ଏମିତି

ଇନ୍ଦୋର ଠାରେ ଘଟିଯାଇଛି ଏମିତି ଏକ ଘଟଣା ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ l ହଠାତ୍ ଏକ ଝିଅ ଜେବ୍ରା କ୍ରସିଂକୁ ଆସି ଡ୍ୟାନ୍ସ କରିବା ଆରମ୍ଭ କଲା ସେ ପୁଣି ସେତେବେଳେ ଯେତେବେଳେ ଟ୍ରାଫିକ ସିଗନାଲ ରେଡ ଥିଲା l

ରେଡ ସିଗନାଲ ରେ ଠିଆ ହୋଇଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ଏବଂ ଆଗ ପଛ ବିଚାର ନକରି ଛକ ନିକଟରେ ମଡେଲ ନୃତ୍ୟ କରିଥିଲେ ଏବଂ ସମସ୍ତେ ଏହି ଦୃଶ୍ୟ କୁ କ୍ୟାମେରା ରେ କଏଦ କରିବାକୁ ଆରମ୍ଭ କରିଥିଲେ l

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି ଯାହାକୁ ସମସ୍ତେ ଦେଖି ଖୁବ ପସନ୍ଦ କରୁଛନ୍ତି l

ଇନ୍ଦୋରର ବିଜୟ ନାଗର ପୋଲିସ ଷ୍ଟେସନ ପରିସରର ରସୋମା ଛକକୁ ଯାଉଥିବା ଯାତ୍ରୀମାନେ କ୍ରସର ଛକରେ ନାଚୁଥିବା ଯୁବତୀର ନୃତ୍ୟ ଦେଖିବା ପାଇଁ ହଠାତ୍ ଅଟକି ଗଲେ l

ପ୍ରଥମେ ଥର ଲୋକମାନେ ଭାବିଥିଲେ ଏହା ଇନ୍ଦୋର ପୋଲିସର ଅଭିଯାନର ଏକ ଅଂଶ ଯେଉଁଥିରେ ଲୋକମାନେ ଟ୍ରାଫିକ ନିୟମ ମାନିବେ ଏବଂ ଏପରି କରିବା ପାଇଁ ଛକ ନିକଟରେ ଟ୍ରାଫିକକୁ ନିୟନ୍ତ୍ରଣ କରିବାକୁ ଚିନ୍ତା କରିଥାଇ ପାରନ୍ତି l

କିନ୍ତୁ ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ଲୋକମାନେ ଲୋକପ୍ରିୟତା ପାଇବା ପାଇଁ କେବଳ ଉପାୟ ବିଷୟରେ ବିଚାର କରିବା l

Leave a Reply

Your email address will not be published. Required fields are marked *