Viral news ସାମ୍ନାକୁ ଆସିଲା ପିସାଚିନୀ ସ୍ତ୍ରୀ ର ସତ ସ୍ୱାମୀକୁ ଖଣ୍ଡ ଖଣ୍ଡ କାଟି ର-କ୍ତ ପିଇଲା ସ୍ତ୍ରୀ

ମୁମ୍ବାଇର ଜଣେ ମହିଳା ସ୍ୱାମୀଙ୍କୁ ନିର୍ଦ୍ଦୟ ଭାବେ ମାରିଥିବାରୁ ଜେଲ ଦଣ୍ଡ ମିଳିଛି ।ମହିଳା ଜଣଙ୍କ ସ୍ୱାମୀଙ୍କୁ ବିଷ ଦେଇ ହ-ତ୍ୟା କରି, ପରେ ସ୍ବାମୀଙ୍କ ଶବ ସହିତ ଶା-ରୀ-ରି-କ ସମ୍ବନ୍ଧ ରଖିଥିଲେ।ଆଉ ମଧ୍ୟ ସ୍ବାମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ରକ୍ତ ପିଇଥିବା ର ଅଭିଯୋଗ କରାଯାଇଛ।

କୋର୍ଟର ଶୁଣାଣି ପରେ ପ୍ରମାଣ ନ ମିଳିଥିବାରୁ ମହିଳାଙ୍କୁ ମୁକ୍ତ କରାଯାଇଥିଲା।କିନ୍ତୁ ମହିଳାଙ୍କ ବିରୋଧରେ ମାମଲା ଜାରି ରହିଛି । ଅଭିଯୁକ୍ତ ମହିଳା ସୁଶ୍ରୀ କରମାକର ଙ୍କୁ ୩୭ ବର୍ଷ ।

ସେ ମୁମ୍ବାଇରେ ସ୍ୱାମୀ ଏବଂ ଶାଶୁଙ୍କ ସହିତ ଭଡ଼ା ଘରେ ରହୁଥିଲେ।ବିକାଶ ଶାଢ଼ି ବ୍ୟବସାୟ କରୁଥିଲେ।ସ୍ବାମୀଙ୍କ ହ-ତ୍ୟା ବିଷୟରେ ପ୍ରମାଣ ନ ମିଳିଥିବାରୁ ଜେଲ୍ ରୁ ମୁକ୍ତ କରଯାଇଥିଲେ ମଧ୍ୟ ସୁଶ୍ରୀଙ୍କୁ ଗୃହ ବନ୍ଦୀ ରେ ରଖାଯାଇଛି।

ଅଗଷ୍ଟ ୧୧ ରେ ମହିଳାଙ୍କୁ ଗିରଫ କରା ଯାଇଥିଲା। କୋର୍ଟର ଓକିଲମାନେ ତାଙ୍କୁ “ସ୍ବାମୀଙ୍କ ଶବ ସହିତ ସମ୍ପର୍କ ରଖିଥିଲେ ଏଵଂ ରକ୍ତ ପିଇଥିଲେ ” ଅଭିଯୋଗ କରିଥିଲେ। ଓକିଲମାନେ କହିଛନ୍ତି ସୁଶ୍ରୀ ଓ ଶାଶୁ ମିଶି ବିକାଶ ଙ୍କୁ ବିଷ ଦେଇଛନ୍ତି। ବିକାଶ ମରିବା ପୂର୍ବରୁ ଗୋଟେ ଝିଅ କୁ ଭଲ ପାଉଥିଲେ।

ମହିଳା ଜଣଙ୍କ ସ୍ୱାମୀର ଦେହ କୁ କାଟି ଫ୍ରିଜ୍ ରେ ରଖିଥିଲେ ଏଵଂ ଆଙ୍ଗୁଠି କାଟି ମୂଷାଙ୍କୁ ଦେଉଥିଲେ।ଆଉ କିଛି ଅଙ୍ଗ ୱାଶିଂ ମେସିନରେ ରଖି ନଷ୍ଟ କରିଥିଲେ ।

ସେଥିପାଇଁ ସନ୍ଧାନ ବେଳେ ବିଶେଷଜ୍ଞମାନେ କୋୖଣସି ପ୍ରମାଣ ଖୋଜି କରି କିଛି ପାଇ ନଥିଲେ। ମହିଳା ଜଣଙ୍କ ସବୁ ପ୍ରମାଣ କୁ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top