ରାଜ୍ୟ ଖବର

ପ୍ରଥମଥର ଏହି ପୁରୁଷ ହେଲେ ଗ-ର୍ଭବତୀ ଏହା ପଛର ରହସ୍ୟ ଜାଣିଲେ ହୋସ ଉଡିଯିବ

ଆଜିକା ଦୁନିଆରେ ପ୍ରତିଦିନ ଏମିତି ବହୁ ପ୍ରକାର ଅଜବ ଘଟଣା ଘଟୁଥିବାରୁ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ ଯାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ନିଶ୍ଚୟ ଭାବିବେ ଯେ କଣ ସତରେ ଏହା ସମ୍ଭବ କି।

ଏହିଭଳି ଏକ ଘଟଣା ରହିଛି ଯାହା ଶୁଣି ହସ ଲାଗିଲେ ମଧ୍ୟ କଥାଟା ହେଉଛି ସତ। ସାରା ଦୁନିଆରେ ପ୍ରଥମ ଥର ପାଇଁ ଜଣେ ପୁରୁଷ ଛୁଆ ଜନ୍ମ ଦେଇଛନ୍ତି। ଥୁମସ୍ବେଟି ନାମକ ୪୨ବର୍ଷୀୟ ଜଣେ ପୁରୁଷ ୩ଟି ଛୁଆକୁ ଜନ୍ମ ଦେଇଛନ୍ତି।

ସୂଚନା ଅନୁସାରେ ତେବେ ୧୯୮୦ ମସିହାରେ ଜନ୍ମ ହେବାବେଳେ ସେ ମହିଳା ଥିଲେ ଓ ତାଙ୍କର ନାମ ଟ୍ରେଶି ଥିଲା। ଟ୍ରେଶି ଜେଣ୍ଡର ପରିବର୍ତ୍ତନ କରି ପୁରୁଷ ହୋଇଥିଲେ ଓ ନିଜର ନାମ ପରିବର୍ତ୍ତନ କରି ଥୁମସ୍ବେଟି କରିଥିଲେ।

କିନ୍ତୁ କିଛି ବର୍ଷ ପରେ ତାଙ୍କର ଗର୍ଭ ଫେରିଆସିଥିଲା। ତେଣୁ ସେ ଗର୍ଭବତୀ ହୋଇଯାଇଥିଲେ। ସମ୍ପର୍କୀତ ଡାକ୍ତର ଓ ଲୋକମାନେ ଥୁମସ୍ବେଟିଙ୍କ ଗର୍ଭବତୀ ହେବା ବିଷୟରେ ଜାଣିବାକୁ ପାଇଥିଲେ।

ତେବେ ସମ୍ପୂର୍ଣ୍ଣ ଘଟଣାକୁ ଶୁଣିବା ଓ ବୁଝିବା ପରେ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହି ପୁରୁଷ ଜଣଙ୍କ ଗର୍ଭବତୀ ହୋଇଛନ୍ତି। ପରେ ବ୍ୟକ୍ତି ଜଣକ ମଧ୍ୟ ଛୁଆ ଜନ୍ମ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଯାହାର ଫଳ ସ୍ଵରୂପ ସେ ଏବେ ଗୋଟେ ନୁହେଁ ବରଂ ତିନୋଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ଖବର ସହ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବ ସହ ଲୋକମାନଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ମିଳିଛି।

Leave a Reply

Your email address will not be published. Required fields are marked *