କଲେଜରେ ପାଠ ପଢୁଥିବା ବୟସରେ ଝିଅ ହେଉ କିମ୍ବା ପୁଅ ନିଜ ବନ୍ଧୁ ମାନଙ୍କ ସହ ବୁଲାବୁଲି କରିବା ସ୍ବାଭାବିକ କଥା । ଆଜିର ଭିଡିଓ ଟି ଠିକ୍ ସେହିପରି କଲେଜ ପାଖ ନଦୀ କୂଳରେ ଦୁଇ ଝିଅ ସାଙ୍ଗ ଏବଂ ଜଣେ ପୁରୁଷ ବନ୍ଧୁ ବୁଲାବୁଲି କରୁଥିଲେ ।
ଠିକ୍ ସେହି ସମୟରେ ସେହି ସ୍ଥାନର କିଛି ଅସାମାଜିକ ଯୁବକ ତାଙ୍କୁ ଘେରି ଗଲେ ଏବଂ ତାଙ୍କ ଭିଡିଓ କରିବାକୁ ଲାଗିଲେ । ଯାହା ଫଳରେ ଯୁବତୀ ଜଣଙ୍କ ଭୟଭୀତ ହୋଇଗଲେ ।
କେତେ ଗୋଡ ହାତ ଧରିଲେ କେତେ ନେହୁରା ହେଲେ ଏବଂ ପଚାରିଲେ କାହିଁକି ଭିଡିଓ କରୁଛ । କିନ୍ତୁ ବ୍ୟକ୍ତି ଜଣଙ୍କ ଶୁଣିବାର ନାହିଁ ଏକଦମ ଛାଡ଼ିବାକୁ ନାରାଜ । ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କୁ ଅସଭ୍ୟ ଗାଳି ଗୁଲଜ ମଧ୍ୟ କରିଥିଲେ ।
https://youtu.be/LzDM-5a0AOw
ଏହି କ୍ଷେତ୍ରରେ ପ୍ରଶ୍ନ ଉଠୁଛି ସମସ୍ତେ ସବୁ ଜାଗାରେ ବୁଲିବା ପାଇଁ ଅଧିକାର ଅଛି ତେବେ ଏହି କ୍ଷେତ୍ରର ତାଙ୍କର ବିନା ଅନୁମତି ରେ କାହିଁକି ଭିଡିଓ କରାଯାଇଥିଲା ଏବଂ ଭାଇରାଲ କରିଦେବାକୁ ଧମକ ମଧ୍ୟ କାହିଁକି ମିଳିଥିଲା । ଅସାମାଜିକ ଯୁବକ ମାନଙ୍କୁ ଆରେଷ୍ଟ କରିବାକୁ ଦାବି କରୁଛି ପ୍ରଶାସନ ଦେଖନ୍ତୁ ଏହି ଭିଡିଓ –